Browsing Tag

maa tarini suna besha

ଧୂମଧାମରେ ଚାଲିଛି ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ: ପଣା ସଂକ୍ରାନ୍ତି ପାଇଁ ପ୍ରବଳ ଭିଡ, ସୁନାବେଶକୁ ଦର୍ଶନ…

ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ ଧୂମଧାମରେ ପାଳନ ହେଉଥିବା ବେଳେ ମାଆଙ୍କ ସୁନାବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦୀର୍ଘ ୨ବର୍ଷ ପରେ ଉତ୍ସବ ମନାଯାଉଥିବାରୁ ମନ୍ଦିର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି…

ଆଜିଠୁ ଆରମ୍ଭ ମା ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ବାସିନୀ

ଘଟଗାଁ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଚଇତି ପର୍ବ ଚାଲିବ । ଆଜି ସକାଳୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡଶ ଉପଚାରରେ ପୂଜା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ଆଜି ମାଆଙ୍କୁ…

ନୂଆବର୍ଷ ଅବସରରେ ଘଟଗାଁ ମାଆ ତାରିଣୀଙ୍କ ସୁନାବେଶ, କଟକଣା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତ

କେନ୍ଦୁଝର(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମାଆ ତାରିଣୀଙ୍କ ପୀଠରେ ଆଜି ନୂଆବର୍ଷ ଅବସରରେ ମାଆଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳୁ ଯଥା ନୀତି ଅନୁସାରେ ମାଙ୍କ ପୀଠରେ ମାର୍ଜଣା,ମଙ୍ଗଳ ଆଳତି,ଷୋଡଶ ଉପଚାରରେ ପୂଜା ହେବା ସହ ମାଆଙ୍କୁ ସୁନାବେଶରେ ସଜ୍ଜିତ…