Browsing Tag

maa tarini temple

ଆସନ୍ତାକାଲି ଘଟଗାଁ ଦେବୀ ମା ତାରିଣୀଙ୍କ ଅଷାଢୀ ପର୍ବ, ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ଅଷାଢୀ ପର୍ବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅଷାଢୀ ପର୍ବ ଅଷାଢ ମାସର ଶେଷ ଗୁରୁବାର ଅନୁଷ୍ଠିତ ହୋଇଥାଏ। ଏହି ଦିନ ସକାଳୁ…

ଆଜିଠୁ ଆରମ୍ଭ ମା ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ବାସିନୀ

ଘଟଗାଁ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଚଇତି ପର୍ବ ଚାଲିବ । ଆଜି ସକାଳୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡଶ ଉପଚାରରେ ପୂଜା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ଆଜି ମାଆଙ୍କୁ…

ନଡ଼ିଆ ରାଣୀ ମା’ ତାରିଣୀଙ୍କ ୮୬ ତମ ଚଇତି ପର୍ବ, ଜୋରସୋରରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ଆସୁଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଚଇତି ପର୍ବ। ଏଥରକ ପାଳିତ ହେବ ମା’ଙ୍କର ୮୬ ତମ ଚଇତି ପର୍ବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି। ଶାଳ ବଣର ରାଣୀଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ…

ବଡ଼ ଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କଲା ତାରିଣୀ ମନ୍ଦିର ପ୍ରଶାସନ, ୫ ଦିନ ବନ୍ଦ ରହିବ ମା’ଙ୍କ ମନ୍ଦିର

ଘଟଗାଁ(କେନ୍ୟୁଜ୍‌) : ବଡ଼ ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଅନୁମୋଦନ ତାରିଣୀ ମନ୍ଦିର ପ୍ରଶାସନ ନୂଆ ଗାଇଡ ଲାଇନ ଜାରି କରିଛି । ଯଦ୍ୱାରା ବର୍ଷ ଶେଷ ଓ ନୂଆ ବର୍ଷରେ ଶ୍ରଦ୍ଧାଳୁମାନେ ୫ ଦିନ ଧରି ମା’ଙ୍କ ଦର୍ଶନ କରିପାରିବେ ନାହିଁ । ଫଳରେ ଡିସେମ୍ବର ୨୫,୨୬,୩୧ ତାରିଖ ଓ…

ଆଜିଠୁ ଖୋଲିଲା ଘଟଗାଁ ଦେବୀ ମା’ ତାରିଣୀଙ୍କ ମନ୍ଦିର, ଦୀର୍ଘ ମାସ ପରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ(କେନ୍ଯୁଜ୍): ଦର୍ଶନ ଦେଲେ ମାଆ ତାରିଣୀ। ଆଜିଠୁ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିଛି। ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି ହୋଇଛି । ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ…