Browsing Tag

maa vaishno devi

ଏଥର ଆପଣଙ୍କର ବୈଷ୍ଣବୀ ଦେବୀ ଦର୍ଶନ ହେବ ପୂରଣ: IRCTC ସ୍ୱତନ୍ତ୍ର ଅଫର, ଭାରତ ଗୌରବ ଟ୍ରେନ୍ ଯୋଗେ କରିପାରିବେ ଯାତ୍ରା

ଯଦି ଆପଣ ମଧ୍ୟ ନବରାତ୍ରୀ ସମୟରେ ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆପଣଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ନୂଆଦିଲ୍ଲୀର ସଫରଦଗଞ୍ଜ ରେଳ ଷ୍ଟେସନରୁ କଟରା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଭାରତ ଗୌରବ…

ବୈଷ୍ଣୋ ଦେବୀଙ୍କ ଦର୍ଶନ ନାଁରେ ସାଇବର ଅପରାଧୀ ବିକୁଛନ୍ତି ନକଲି ହେଲିକାପ୍ଟର ଟିକେଟ୍‌! ବିହାରରୁ ୩ ଗିରଫ

ବିହାର ରାଜଧାନୀ ପାଟନାରେ ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ଏବେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ନାଁରେ ଲୋକେ ସାଇବର ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ସାଇବର ଅପରାଧୀମାନେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଲଗାତାର ଠକି ଚାଲିଥିଲେ। ଏ ନେଇ…

ଦେଶର ସମସ୍ତ ପ୍ରସିଦ୍ଧ ମନ୍ଦିରର ପ୍ରସାଦ ଏବେ ଆପଣଙ୍କ ଘରେ ପହଞ୍ଚାଇବ ଡାକ ବିଭାଗ, ଅନ୍‌ଲାଇନ୍‌ରେ କରିପାରିବେ ବୁକିଂ

ଭାରତୀୟ ଡାକ ବିଭାଗ ଏବେ ଯାଏଁ ଲୋକଙ୍କ ଘରେ ଚିଠିପତ୍ର ପହଞ୍ଚାଉଥିଲା। କିନ୍ତୁ ଏବେ ସେ ଲୋକଙ୍କ ପାଖରେ ଦେଶର ପ୍ରସିଦ୍ଧ ମନ୍ଦିରର ପ୍ରସାଦ ମଧ୍ୟ ଡେଲିଭରି କରିବ। କରୋନା ଯୋଗୁ ଲୋକମାନେ ପ୍ରସିଦ୍ଧ ମନ୍ଦିରର ଦର୍ଶନ କରିପାରୁନାହାନ୍ତି। ଏଣୁ ଲୋକଙ୍କ ନିକଟରେ ଭଗବାନଙ୍କ ପ୍ରସାଦ ପହଞ୍ଚାଇବା…

କେମିତି ଆବିର୍ଭାବ ହେଲେ ମା ବୈଷ୍ଣୋଦେବୀ , ଜାଣନ୍ତୁ କଣ କହେ କିମ୍ବଦନ୍ତୀ

ଶେଷ ହୋଇଛି ମା ଦୁର୍ଗାଙ୍କର ନବରାତ୍ର ଉତ୍ସବ। କରୋନା କଟକଣାରେ ଚଳିତ ବର୍ଷ ଭକ୍ତ ଘରେ ରହି ମାଙ୍କୁ ଆରାଧନା କରିଛନ୍ତି। ଉତ୍ତର ଭାରତର ସବୁଠାରୁ ପୂଜନୀୟ ଏବଂ ପ୍ରସିଦ୍ଧ ଶକ୍ତି ପୀଠ ମା ବୈଷ୍ଣୋଦେବୀଙ୍କ ମହିମା କାହାକୁ ବା ଅଛପା ରହିଛି। ଏହି ମନ୍ଦିର ପାହାଡ ଉପରେ ଅବସ୍ଥିତ ରହିଥିବାରୁ ନିଜ…

ସ୍ପିଡ୍‌ ପୋଷ୍ଟରେ ସିଧାସଳଖ ଘରେ ପହଞ୍ଚିବ ମା’ ବୈଷ୍ଣୋଦେବୀଙ୍କ ପ୍ରସାଦ, ଏମିତି କରାନ୍ତୁ ବୁକିଂ

କରୋନା ମହାମାରୀ ଯୋଗୁ ଏବେ ସମସ୍ତ ମନ୍ଦିର ବନ୍ଦ ରହିଛି। ସଂକ୍ରମଣର ଭୟ ଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ଯିବାରୁ ବଞ୍ଚିତ ହୋଇଛନ୍ତି। ତେବେ ଇତି ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ମା’ ବୈଷ୍ଣୋଦେବୀଙ୍କ ମନ୍ଦିର। କିନ୍ତୁ ଅଳ୍ପ ଲୋକଙ୍କୁ ଯାତ୍ରାରେ ଯିବାକୁ ଅନୁମତି ମିଳିଛି। ତେବେ…