Browsing Tag

madhu babau jayanti

ପ୍ରଣାମ ଉତ୍କଳ ଗୌରବ, ଆସନ୍ତୁ ଜାଣିବା ମଧୁବାବୁଙ୍କ ବିଷୟରେ କିଛି ଅଜଣା କଥା

ତାଙ୍କ ନାମ ସହିତ ଯୋଡ଼ି ହୋଇଛି ଉତ୍କଳ ଗୌରବ । ଏଇ ସମ୍ମାନ ହିଁ ତାଙ୍କର ପରିଚୟ । ସେ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଶା ଗଠନରେ ଯାହାର ରହଥିଲା ପ୍ରମୁଖ ଭୂମିକା । ଅନେକ ବିବାଦୀୟ ପରିସ୍ଥିତି ଓ ସଂଘର୍ଷ ଭିତରେ ସେ ଲଢ଼ିଥିଲେ ରାଜ୍ୟ ପାଇଁ ଓ ଦେଶ ପାଇଁ । ଆଜି ହେଉଛି ତାଙ୍କର…