ପ୍ରସୂତୀଙ୍କୁ ଚେୟାରରେ ବସାଇ ୩ କିଲୋମିଟର ଚାଲି ଚାଲି ନଦୀ ପାର ହେଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଲଜ୍ଜାଜନକ ଦୃଶ୍ୟ
ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ଅପହଞ୍ଚ ସାଧାରଣ ସୁବିଧା। ନା ଅଛି ରାସ୍ତା ନା ଯାତାୟାତ ପାଇଁ ରହିଛି ଅନ୍ୟ କୌଣସି ସୁବିଧା। କୌଣସି ସୁବିଧା ନଥିବାରୁ ପ୍ରସୂତୀଙ୍କୁ ଚେୟାରରେ ଟେକି ଟେକି ହସ୍ପିଟାଲ ନିଆଯାଇଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର…