Browsing Tag

Madhya Pradesh STF-Wildlife

ଦେଖନ୍ତୁ କେତେ ଭୟଙ୍କର ଏହି ବ୍ୟକ୍ତି ଜଣକ, ବର୍ଷ ବର୍ଷ ଧରି ଖାଉଥିଲେ ଭାଲୁର ଗୁପ୍ତାଙ୍ଗ, ୬ ବର୍ଷ ପରେ ପୋଲିସ କଲା…

ମଧ୍ୟ ପ୍ରଦେଶର ଏସ୍‌ଟିଏଫ୍ ଓ୍ଵାଇଲ୍ଡଲାଇଫ୍ ଜଣେ ଶିକାରୀଙ୍କୁ ୬ ବର୍ଷ ପରେ ଗିରଫ କରିଛି। ଅଭିଯୁକ୍ତ ଜଣକ ବର୍ଷ ବର୍ଷ ଧରି ଜଙ୍ଗଲ ଭିତରେ ପଶି ଜୀବଜନ୍ତୁଙ୍କୁ ଶିକାର କରୁଥିଲେ। ଆଉ ସେମାନଙ୍କ ଗୁପ୍ତାଙ୍ଗ କାଟି କଞ୍ଚା ଖାଉଥିଲେ। ଏହି ମୋଷ୍ଟ ଓ୍ଵାଣ୍ଟେଡ୍ ଶିକାରୀ ଲୁଜାଲେନ ଓରଫ୍ ଜସରତଙ୍କୁ…