Browsing Tag

madhya pradesh youth jumped into river for tiktok

ଟିକଟକ ଭିଡିଓ ବନାଇବା ପାଇଁ ଡେଇଁଲେ ନାଳକୁ କିନ୍ତୁ ଫସିଗଲେ ପ୍ରବଳ ସ୍ରୋତରେ…

ଟିକଟକର ପାଗଳପଣ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଛି ଏବଂ କିଛିଲୋକ ଜାଣିଶୁଣି ନିଜ ମୃତ୍ୟୁକୁ ଆଦରି ନେଉଛନ୍ତି । ଏପରି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ଚକ୍କରରେ ଏକ ଭରା ନାଳକୁ ଡେଇଁ ପଡ଼ିଥିଲେ ଏବଂ କିଛି ଦୂର…