Browsing Tag

magha saptami

ଆଜି ପବିତ୍ର ମାଘ ସପ୍ତମୀ: ଭୋରରୁ ତିନି ଠାକୁରଙ୍କ ମହାସ୍ନାନ ପରେ ହୋଇଛି ମହୋଦଧି ଆଳତି

ଗୋପ(କେନ୍ଯୁଜ୍): ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ୍‌ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ସଂପୂର୍ଣ୍ଣ ହେଲା ଚନ୍ଦ୍ରଭାଗା ବୁଡ ଓ ମାଘ ମେଳା। ଭୋରରେ ୩ ଠାକୁର ତ୍ରିବେଣୀଶ୍ୱର ମହାଦେବ, ଐଶାନ୍ୟଶ୍ୱର ମହାଦେବ ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ପରେ ରୀତି ନୀତି ଅନୁସାରେ ମହୋଦଧି ଆଳତି…

ମାଘ ସପ୍ତମୀରେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ, ଆସନ୍ତାକାଲି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା…

କୋଣାର୍କ (କେନ୍ୟୁଜ୍): ଆସନ୍ତାକାଲି ମାଘ ସପ୍ତମୀରେ ପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ବୁଡ଼ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ଅନୁଷ୍ଠିତ ହେବ । ଭୋରରେ ତିନି…

ମାଘ ସପ୍ତମୀ ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, ରୁଷ୍ଟ ହେବେ ସୂର୍ଯ୍ୟ ଦେବ

ଆସନ୍ତାକାଲି ଅର୍ଥାତ୍‌ ଫେବ୍ରୁଆରୀ ୭ରେ ପଡ଼ୁଛି ମାଘ ସପ୍ତମୀ। ଏହି ଦିନ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ପାଇଁ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ସୂର୍ଯ୍ୟ ଦେବ ନିଜ ଘୋଡ଼ାକୁ ଉତ୍ତର ପୂର୍ବ ଦିଗରେ ଉତ୍ତର ଗୋଲାର୍ଦ୍ଧ ଆଡ଼କୁ ବୁଲାଇଥାନ୍ତି। ଏହି…

ଆଜି ପବିତ୍ର ମାଘ ପୂର୍ଣିମା: ଶ୍ରୀମନ୍ଦିରରେ ଗଜଉଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ମାଘ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗଜଉଧାରଣ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ। ଶ୍ରୀ…

ଆଜି ପବିତ୍ର ମାଘ ସପ୍ତମୀ, କରୋନା କଟକଣା ପାଇଁ ବୁଡ ପକାଇବାରୁ ବଞ୍ଚିତ ଶହ ଶହ ଶ୍ରଦ୍ଧାଳୁ

ଗୋପ: ଆଜି ପବିତ୍ର ମାଘ ସପ୍ତମୀ। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଉଛି ମାଘମେଳା। ତେବେ ବୁଡ ପକାଇବାରୁ ବଞ୍ଚିତ ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ। ମାତ୍ର ୫୦୦ଭକ୍ତଙ୍କୁ ନେଇ ମାଘ ବୁଡ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଆଜି ଦିନ ୧ଟା ପର୍ଯ୍ୟନ୍ତ…

ଆଜି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ। ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।ରାତିରେ ମାଟି ହାଣ୍ଡିରେ ଶ୍ରଦ୍ଧାଳୁମାନେ ରୋଷେଇ କରି ଖାଇବା ପରେ ସକାଳେ ବୁଡ଼ ପକାଇଛନ୍ତି । ବିଶ୍ୱାସ ରହିଛି ଗୋଟିଏ ବୁଡ଼ରେ, କୋଟିଏ ପୂଣ୍ୟ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ମାଘ ସପ୍ତମୀରେ ଲୁଣ ଖାଇବା ନିଷେଧ, ଜାଣନ୍ତୁ କାହିଁକି

ଆମ ଜୀବନରେ ଲୁଣର ବହୁତ ଆବଶ୍ୟକତା ରହିଛି।  କହିବାକୁ ଗଲେ ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ହେଉଛି ଲୁଣ। କିନ୍ତୁ ବର୍ଷରେ ଏମିତି ଏକ ଦିନ ଆସିଥାଏ ଯେଉଁଦିନ ଆମକୁ ଲୁଣ ତ୍ୟାଗ କରିବାକୁ ପଡ଼ିଥାଏ। ସେହି ଦିନଟି ହେଉଛି ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି। ଜାଣନ୍ତୁ ଏହି ଦିନ ଲୁଣ ଖାଇବା ପାଇଁ…

ଚନ୍ଦ୍ରଭାଗାରେ ଭୋରରୁ ପଡିବ ମାଘ ବୁଡ, ଜାଣନ୍ତୁ କଣ ରହିଛି ମହାତ୍ମ୍ୟ

ଆସନ୍ତା କାଲି ମାଘ ସପ୍ତମୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚନ୍ଦ୍ରଭାଗା। ଭୋର ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତିର୍ଥ ପୁଷ୍କରଣୀରେ ବୁଡ ପକାଇବା ସହ ସୂର୍ଯ୍ୟ ଦର୍ଶନ କରିବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। କୁହାଯାଏ ଯେ ଶ୍ରଦ୍ଧାଳୁମାନେ ମାଟି ହାଣ୍ଡିରେ ରୋଷେଇ…

ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ , ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ(କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରୁ ଆସନ୍ତାକାଲି ମଧ୍ୟାହ୍ନ ପର‌୍ୟ୍ୟନ୍ତ ଯାନବାହାନ…