Browsing Tag

Magician died at live show

ଦେହରେ ଜଞ୍ଜିର ବାନ୍ଧି ମ୍ୟାଜିକ୍‌ ଦେଖାଇବାକୁ ନଦୀକୁ ଡେଇଁଲେ ଯାଦୁକର, ଆଉ ଫେରିଲେ ନାହିଁ, ଫେରିଲା ତାଙ୍କର ମୃତଦେହ

କୋଲକାତା : ହାତ, ଗୋଡ଼କୁ ଜଞ୍ଜିରରେ ବାନ୍ଧି ନଦୀରେ ବୁଡ଼ିଲେ ଯାଦୁକର । ଲୋକଙ୍କୁ ଯାଦୁ ଦେଖାଉଥିଲେ । ହାତ ଖୋଲି ପୁଣି ଚାଲି ଆସିବା କଥା । ହେଲେ ଆଉ ଫେରିଲେ ନାହିଁ । ଗୋଟିଏ ଦିନ ପରେ ତାଙ୍କର ମୃତଦେହ ଦନୀରୁ ଉଦ୍ଧାର କରାଗଲା । ଏହି ଘଟଣା ଘଟିଛି କୋଲକାତା ହୁଗଳି ନଦୀରେ । ଯାଦୁକର ଜଣକ…