Browsing Tag

mahabharat

ଭୀଷ୍ମ ପିତାମହଙ୍କ ଏହି କଥା ଭିତରେ ଲୁଚି ରହିଛି ଜୀବନର ସାରାଂଶ, ଯିଏ ଆପଣାଇବ ସେ ହେବେ ସଫଳ

ମହାଭାରତର କଥା ଭୀଷ୍ମ ପିତାମହଙ୍କ ବିନା ଅସମ୍ପୂର୍ଣ୍ଣ । ମହାଭାରତର କଥା ଆସିଲେ ଭୀଷ୍ମ ପିତାମହଙ୍କ କଥା ବହୁ ଆଦରର ସହ ନିଆଯାଇଥାଏ । ଭୀଷ୍ମ ପିତାମହ କୌରବଙ୍କ ପକ୍ଷରେ ଥିଲେ ମଧ୍ୟ ନ୍ୟାୟ ପାଇଁ ସର୍ବଦା ଲଢ଼ୁଥିଲେ । ହେଲେ ଦେଇଥିବା ପ୍ରତିଶ୍ରୁତି କାରଣରୁ ଏକ ବନ୍ଧନରେ ବାନ୍ଧି ହୋଇଥିଲେ ।…

ଦ୍ରୌପଦୀଙ୍କ ଜୀବନର ଗୋଟିଏ ସତ, ଯାହାକୁ ଜାଣିବା ପରେ ପାଣ୍ଡବମାନେ ହୋଇଯାଇଥିଲେ ବିଚଳିତ

ମହାଭାରତ ବିଷୟରେ କିଏ ଅବା ନଜାଣେ। ଛୋଟ ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ମହାଭାରତ ବିଷୟରେ ଅଳ୍ପ ବହୁତ ନିହାତି ଜାଣିଛନ୍ତି। ମହାଭାରତ ବିଷୟ ବସ୍ତୁରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଦ୍ରୌପଦୀଙ୍କ ପାଇଁ ମହଭାରତ ଯୁଦ୍ଧ ହୋଇଥିଲା। ଏବଂ ଦ୍ରୌପଦୀଙ୍କର ପାଞ୍ଚଜଣ ସ୍ବାମୀ ଥିଲେ। ତେବେ…

ଏକାଦଶୀରେ ଚାଉଳ ଖାଇବାକୁ କାହିଁକି କରାଯାଇଛି ବାରଣ, ଜାଣନ୍ତୁ ଶାସ୍ତ୍ରୀୟ ମାନ୍ୟତା

ହିନ୍ଦୁ ଧର୍ମରେ ରହିଛି ସବୁଠୁ ନିଆରା ପରମ୍ପରା। ଏ ପରମ୍ପରା ହେଉଛି ଲୋକଙ୍କ ବିଶ୍ୱାସର, ଏ ପରମ୍ପରା ହେଉଛି ଲୋକଙ୍କ ଭକ୍ତିର.. ଯାହା ଅନ୍ୟ କୌଣସି ଘଟେ ନାହିଁ ତାହା ଏଇଠି ହିଁ ହୁଏ। ଭଗବାନଙ୍କୁ ଭକ୍ତି କରିବାର ଏଠି ଅନେକ ଉଦାହରଣ ଦେଖିବାକୁ ମିଳେ। ସେମିତିରେ ତ ଆମ ପରମ୍ପରାରେ ୧୨ ମାସରେ…

ଚାକିରି ପାଇବା ପାଇଁ ଚାହୁଁଥିଲେ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଅର୍ଘ୍ୟ ପ୍ରଦାନ କରନ୍ତୁ, ମିଳିବ ତୁରନ୍ତ ଶୁଭ ଫଳ

ଶାସ୍ତ୍ର ଅନୁଯାୟୀ ଆମ ହିନ୍ଦୁ ଧର୍ମରେ ଥିବା ଦେବଦେବୀଙ୍କ ସଂଖ୍ୟା ୩୩ କୋଟି। କିନ୍ତୁ ଏସମସ୍ତ ଦେବଦେବୀଙ୍କ ମଧ୍ୟରୁ ଆମେ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବଙ୍କୁ ପୃଥିବୀ ପୃଷ୍ଠରେ ଦେଖିପାରୁ। ତେଣୁ ସୃଷ୍ଟିର ଆରମ୍ଭରୁ ହିଁ ଆମେ ଏଦୁହିଁଙ୍କୁ ପୂଜା କରିଥାଉ। ମହାଭାରତ ତଥା ରାମାୟଣରେ ମଧ୍ୟ…

ଦାରିଦ୍ର୍ୟ ଭିତରେ ମୃତ୍ୟୁ ନେଇଗଲା ତାଙ୍କୁ, ମହାଭାରତ ସିରିଏଲର ଭୀମଙ୍କ ଦେହାନ୍ତ ହେଲା ଏଭଳି ଅବସ୍ଥାରେ

ବଲିଉଡ୍‌ର ବଡ଼ ନିର୍ଦ୍ଦେଶକ ଓ ପ୍ରଯୋଜକ ହେଉଛନ୍ତି ବି.ଆର ଚୋପ୍ରା । ସିନେ ଦୁନିଆରେ ଯେମିତି ନାଁ କମେଇଥିଲେ ତାଠାରୁ ଅଧିକ ଖ୍ୟାତିଲାଭ କରିଛନ୍ତି ଟେଲିଭିଜନରେ ମହାଭାରତ ଧାରାବାହିକ ପାଇଁ । ଚୋପ୍ରା ସାହେବ ତ ଆଉ ନାହାନ୍ତି ହେଲେ ତାଙ୍କ ସିନେମା ଓ ମହାଭାରତ ସିରିଏଲକୁ ଏବେବି ମନେ ରଖିଛନ୍ତି…

‘ମହାଭାରତ’ ଭୀମଙ୍କ ପରଲୋକ, ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ପ୍ରବୀଣ କୁମାର

ଲୋକପ୍ରିୟ ସିରିଅଲ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିବା ପ୍ରବୀଣ କୁମାର ସୋବିତ ଆଉ ନାହାନ୍ତି। ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରୁଥିବା ପ୍ରବୀଣ କୁମାର ସୋବଟୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

ଆଜି ଭୀଷ୍ମ ଅଷ୍ଟମୀ : ଜାଣନ୍ତୁ କାହିଁକି ପିତାମହଙ୍କୁ ମିଳିଥିଲା ‘ଇଚ୍ଛା ମୃତ୍ୟୁ’ର ବରଦାନ

ମହାଭାରତର ଯୁଦ୍ଧ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ। କୁରୁକ୍ଷେତ୍ରରେ କୌରଵ ଏବଂ ପାଣ୍ଡବଙ୍କ ମଧ୍ୟରେ ଏହି ଯୁଦ୍ଧ ୧୮ ଦିନ ଧରି ଚାଲିଥିଲା ​​। ଏହି ଯୁଦ୍ଧର ପ୍ରଥମ ୧୦ ଦିନ ପାଇଁ ଭୀଷ୍ମ ପିତାମହ କୌରବଙ୍କ ପକ୍ଷରୁ ସେନାପତି ଥିଲେ। ଦଶମ ଦିନରେ ଅର୍ଜୁନ ଶିଖାଣ୍ଡିଙ୍କୁ ଢାଲ କରି ଭୀଷ୍ମଙ୍କ ଉପରେ…

ଛୋଟ ପରଦାର ଶ୍ରୀକୃଷ୍ଣଙ୍କର ହେବ ଛାଡପତ୍ର, ପତ୍ନୀ ସ୍ମିତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ନୀତିଶ ଭରଦ୍ୱାଜ

ଫେମସ୍‌  ଟିଭି ସିରିୟଲ ମହାଭାରତର ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଛବି ଲୋକଙ୍କ ମନରେ ନିଜ ଛାପ ଛାଡିଦେଇଛି।  ସେ ସମୟର ମହାଭାରତ ସିରିୟଲ ସହ ଲୋକଙ୍କର ଅନେକ ଭାବ ଲୁଚି ରହିଛି। ଏହି ସିରିୟଲରେ ରୋଲ ପ୍ଲେ କରୁଥିବା ପ୍ରତ୍ୟେକ ଆକ୍ଟର ନିଜର ଆକ୍ଟିଂ ଜରିଆରେ ସମସ୍ତଙ୍କୁ…

ମଳ ମାସରେ ମୃତ୍ୟୁକୁ ଅଶୁଭ ବୋଲି କାହିଁକି କୁହାଯାଏ, ଜାଣନ୍ତୁ ଏହା ପଛରେ କାରଣ

ଆସୁଛି ମଳମାସ। ଏହି ମାସରେ ଖାସ କରି କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଥାଏ। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାସର ୩୦ ଦିନ ସୂର୍ଯ୍ୟଙ୍କ ତେଜ କମ ରହିଥାଏ । ମନାଯାଏ ଯେ ଏହି ଦିନରେ କାମ କଲେ କୌଣସି ସଫଳତା ମିଳିନଥାଏ। କିନ୍ତୁ ଜନ୍ମ ମୃତ୍ୟୁର ସମୟକୁ ତ କେହିବି…

ଏଭଳି ଭାବେ ଗୁରୁ ଦ୍ରୋଣ ଶିଖାଇଥିଲେ ଭଲ ଓ ଖରାପ ମଣିଷ ମଧ୍ୟରେ ପାର୍ଥକ୍ୟ

   ‘ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର’ ଅର୍ଥାତ ଗୁରୁ ଆମ ପାଇଁ ସାକ୍ଷାତ ଭଗବାନ ସଦୃଶ । ତାଙ୍କର ପ୍ରତ୍ୟେକଟି ବାଣୀ ଶିଷ୍ୟପାଇଁ ହୋଇଥାଏ ଖୁବ ମୂଲ୍ୟବାନ। ଗୁରୁ ହିଁ ଜୀବନର ମାର୍ଗଦର୍ଶକ । ତାଙ୍କର ସବୁ ଶିକ୍ଷା ଜୀବନ ଜିଇଁବାରେ ସାହାଯ୍ୟ କରିଥାଏ। ଗୋଟେ ଶିଷ୍ୟ ଜୀବନରେ…

ଜାଣନ୍ତୁ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିବା ନାରାୟଣୀ ସେନା ବିଷୟରେ କିଛି ରୋଚକ ତଥ୍ୟ

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ବାସ୍ତବରେ ଉଲ୍ଲେଖ ଅନୁଯାୟୀ ଯୁଦ୍ଧ ପୂର୍ବରୁ ଦୁର୍ଯୋଧନ ମଧ୍ୟ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରେ ଲଢିବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ନେଇ ଦ୍ୱାରିକା ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଜୁନ ମଧ୍ୟ ସେଠାରେ…

ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ

ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’ ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ…