Browsing Tag

mahabharat title song

୧୬ ବର୍ଷ ବୟସରେ ମହାଭାରତର ଟାଇଟଲ ସଂଗ ଗାଇଥିଲେ ସୋନୁ ନିଗମ, ଭାଇରାଲ ହେଉଛି ଭିଡିଓ

କରୋନା ଭାଇରସ ପାଇଁ ଜାରି ରହିଥିବା ଲକଡାଉନରେ ଅନେକ କଳାକାର ଘରେ ରହି ନିଜର ପୁରୁଣା ସ୍ମ୍‌ୃତିକୁ ତାଜା କରିବା ସହ ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କର ଥ୍ରୋବ୍ୟାକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାମଧ୍ୟରେ ବର୍ତ୍ତମାନ ଗୀତିକାର ସୋନୁ ନିଗମଙ୍କର ମଧ୍ୟ ଏକ ପୁରୁଣା ଭିଡିଓ…