Browsing Tag

mahabir

ଅର୍ଗାନ୍ ଫେଲ୍ ଯୋଗୁଁ ହୋଇଛି ମୃତ୍ୟୁ, ଆସିଲା ମହାବଳ ମହାବୀରର ଶବ ବ୍ୟବଛେଦ ରିପୋର୍ଟ

ସାତକୋଶିଆରେ ମହାବଳ ମହବୀର ମୃତ୍ୟୁର ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ।  ମଲଟିପୁଲ ଅର୍ଗାନ ଫେଲୁଏର ଯୋଗୁଁ ମହାବଳ ମହବୀରର ମୃତ୍ୟୁ ହୋଇଥିଲା। ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ ଫେଲୁଏର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଛି। ସେପଟେ ସୁନ୍ଦରୀର ନୂଆ ଫୁଟେଜ ଜାରି କରିଛି…