Browsing Tag

mahajangya ritual

ବଣାଇରେ ବର୍ଷା ପାଇଁ ବ୍ରାହ୍ମଣୀ ନଦୀରେ ଜପ ଓ ମନ୍ଦିରରେ ଯଜ୍ଞ ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ଯେତିକି ହେବା କଥା ସେତିକି ହୋଇ ନଥିବାରୁ ଚାଷ କାର୍ଯ୍ଯ ଏ ପର୍ଯ୍ଯନ୍ତ ହୋଇ ପାରୁ ନଥିବାରୁ ତଳି ପଡି ପାରୁ ନଥିବା ବେଳେ ଏବେବି ଅନେକ ଜମି ପଡିଆ ପଡିଛି । ଯାହା ଫଳରେ ଚାଷୀ କୁଳ ଏବେ ଚିନ୍ତାରେ ଥିବା ବେଳେ ଏନେଇ ବଣାଇ ବ୍ରାହ୍ମଣ ସମାଜ ପକ୍ଷରୁ ବଣାଇ…