Browsing Tag

mahakalapada

ବିଚିତ୍ର କଦଳୀ ଗଛ, ଗୋଟିଏ କାନ୍ଦିରେ ୭୦ଟି ଭଣ୍ଡା ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ମହାକାଳପଡା(କେନ୍ଯୁଜ୍): ଗୋଟିଏ କାନ୍ଦି, ୭୦ ଭଣ୍ଡା। କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ କାନ୍ଦିରେ ହୋଇଛି ୭୦ଟି ଭଣ୍ଡା । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ବତୀଘର ବଡବୁଟି ଗାଁରେ ଏଭଳି କଦଳୀ ଗଛ ରହିଛି। ଗାଁର ସହଦେବ ମଣ୍ଡଳଙ୍କ ବାଡିରେ ଏଭଳି ବିରଳ ପ୍ରଜାତିର…

ନଳକୂପ ଖୋଳା କାମ ଚାଲିଥିବା ବେଳେ ହଠାତ୍ ଘୁ ଘୁ ଗର୍ଜନରେ ଥରି ଉଠିଲା ମାଟି, ଭୟଭୀତ ହୋଇ ଦୌଡ଼ିଲେ ମହାକାଳପଡା ମଳାଢି…

ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ୍ ବାରଡାଙ୍ଗ ପଞ୍ଚାୟତର ମଳାଢି ଗ୍ରାମରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗ୍ରାମର ଶ୍ଯାମ ସୁନ୍ଦର ଭୋଳଙ୍କ ବାଡିରେ ୨୭ଦିନ ହେବ ଏକ ଟ୍ଯୁୱେଲ୍ ଖୋଳା କାମ ଚାଲିଥିଲା । ପାଖାପାଖି ୫୦ ପାଇପ୍ ଗଲାପରେ କାମ ଶେଷ ପର୍ଯ୍ଯାୟରେ ପହଁଚିଥିଲା । ୧୦୦୦…

କେନ୍ଦ୍ରାପଡ଼ା: ଦୁଇ ଦିନରେ ୨ଜଣଙ୍କ ମୃତଦେହ ଉଦ୍ଧାର, ଜଣଙ୍କର ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଜଣଙ୍କର ପୋଖରୀରୁ ମିଳିଲା…

ମହାକାଳପଡ଼ା(କେନ୍ୟୁଜ୍): ଦୁଇ ଦିନରେ ୨ଜଣଙ୍କ ମୃତଦେହ ଉଦ୍ଧାର । ଜଣଙ୍କର ମୃତଦେହ ଏକ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଜହଁରା ଗାଁରେ । ଗତ ୨୬ତାରିଖ…

କେନ୍ଦ୍ରାପଡା: ବେଆଇନ ଚିଙ୍ଗୁଡି ଘେରିରେ ଅତିଷ୍ଠ ଚାଷୀ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଛି ବେଆଇନ ଚିଙ୍ଗୁଡି ଘେରି । ଘେରିରୁ ଲୁଣା ପାଣି ଆସି ନଷ୍ଟ ହେଉଛି ଚାଷଜମି । ଏହା ସହ ଚିଙ୍ଗୁଡି ଚାଷରେ ବ୍ୟବହାର କରାଯାଉଥିବା ଔଷଧରୁ ନିର୍ଗତ ବିଷାକ୍ତ ପାଣି ଯୋଗୁ ଚିନ୍ତାରେ ଚାଷୀ । ଏନେଇ…

ଟ୍ରକ ଧକ୍କାରେ ବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡା : ମହାକାଳପଡା ଖରିନାସୀ ଗ୍ରାମରେ ରାସ୍ତା ଅବରୋଧ । ଗାଁର ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ପୁଅର ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ମୃତ ଲିଟୁନଙ୍କ ବାଇକକୁ ଜମ୍ବୁ-ମାର୍ଶାଘାଇ ଛପାଲିଠାରେ ଏକ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ…

ମହାନଙ୍ଗଳାରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ : ୮ ବଖରା ଘର ନିଆଁରେ ପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ମହାନଙ୍ଗଳାରେ ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ୪ଟି ପରିବାରର ୮ ବଖରା ଘର ପାଉଁଶ ହୋଇଯାଇଛି । ତବେ ରୋଷେଇ ଚୂଲିରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ଜଣେ ସାମାନ୍ୟ ଆହତ…