Browsing Tag

Mahammad aziz

ଆରପାରିରେ ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜ୍

ଚାଲିଗଲେ ମହମ୍ମଦ ଅଜିଜ୍ । ୮୦ ଏବଂ ୯୦ ଦଶକରେ ଦର୍ଶକଙ୍କୁ ସୁପରହିଟ୍ ଗୀତ ଭେଟି ଦେଇଥିବା ମହମ୍ମଦ ଅଜିଜ ଆଜି ମଧ୍ୟାହ୍ଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ମହମ୍ମଦ ଅଜିଜଙ୍କର ନିଧନରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ପରିବାର…