Browsing Tag

mahanadi river

କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର: ଆଜି ଉଦଘାଟିତ ହେବ ମହାନଦୀରେ ଦ୍ଵିତୀୟ ଭାସମାନ ରେଷ୍ଟୁରାଣ୍ଟ

କଟକ(କେନ୍ୟୁଜ୍): କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର। ଆଜି ଉଦଘାଟିତ ହେବ ମହାନଦୀରେ ଦ୍ଵିତୀୟ ଭାସମାନ ରେଷ୍ଟୁରାଣ୍ଟ। ସିଲଭର ସିଟ ବୋଟ କ୍ଲବ୍ ଅଧୀନରେ ଓ.ଟି.ଡି.ସି ସହଯୋଗରେ ଚାଲିବ ଏହି ରେଷ୍ଟୁରାଣ୍ଟ। ଏଥିରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିଛି। ମାତା ମଠ ମହାନଦୀ ପଠାରେ ଚାଲିଛି…

ଆଜି ସକାଳୁ ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ

କଟକ(କେନ୍ୟୁଜ୍): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ । ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ ଆଜି ସକାଳୁ ସାଦିକ ଖାଁଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ । ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟୁ ମୃତଦେହ ଉଦ୍ଧାର ପରେ କଟକ ବଡ ମେଡିକାଲକୁ…

ଯୋବ୍ରା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ, ଜଣେ ନିଖୋଜ

କଟକ (କେନ୍ୟୁଜ): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ। ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ ଆୟୁର ଖାଁଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ। ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି। ଗତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର…

ମୃତ୍ୟୁ ଛକିଥିଲା ମହାନଦୀରେ; ଯୋବ୍ରାରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୩ ସାଙ୍ଗ, ଜଣେ ମୃତ, ଅନ୍ୟ ୨ ନିଖୋଜ

କଟକ (କେନ୍ୟୁଜ): ମୃତ୍ୟୁ ଛକିଥିଲା ମହାନଦୀରେ। ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଡ଼ି ଜଣଙ୍କ ମୃତ୍ୟୁ । ଅନ୍ୟ ୨ ନାବାଳକଙ୍କ ପତ୍ତା ମିଳୁନାହିଁ । ମୃତକ ଚାରିଘରିଆ ଅଞ୍ଚଳର ମହମ୍ମଦ ସାହିଲ । କାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ…

ମହାନଦୀ ବ୍ୟାରେଜ୍‌ରେ ବୁଡ଼ି ଜଣେ ମୃତ, ୨ ନିଖୋଜ

କଟକ(କେନ୍ୟୁଜ): ମହାନଦୀରେ ଅଘଟଣ । ଯୋବ୍ରା ବ୍ୟାରେଜ୍‌ରେ ବୁଡ଼ି ଜଣେ ମୃତ, ୨ ନିଖୋଜ। ମହାନଦୀରେ ଗାଧୋଇବା ବେଳେ ୩ ଜଣ ଭାସି ଯାଇଥିଲେ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ୨ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇଜଣଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ ଛାତ୍ର । ୩ ଯୁବକ ଚାରିଘରିଆ ଅଞ୍ଚଳର ବୋଲି…

ବଢୁଛି ମହାନଦୀ: ଆଜି ମୁଣ୍ଡୁଳୀଠାରେ ପ୍ରବାହିତ ହେବ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ(କେନ୍ଯୁଜ୍): ବଢୁଛି ମହାନଦୀ । ଆଜି ମୁଣ୍ଡୁଳୀଠାରେ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏହାର ପ୍ରଭାବରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ପ୍ରବେଶ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ମହାନଦୀର ପଛୁଆ…

ହଠାତ୍ ବଢିଗଲା ଜଳସ୍ତର! ମହାନଦୀ ମଝିରେ ଫସିଗଲେ ଚାରି ଗାଈ ଜଗୁଆଳି

ବାଙ୍କୀ (କେନ୍ଯୁଜ୍): ମହାନଦୀ ମଝିରେ ଫସି ରହିଥିଲେ ବାଙ୍କୀ ବ୍ଲକ ରତାଗଡ଼ ପଞ୍ଚାୟତର ଚାରି ଜଣ ଗାଈ ଜଗୁଆଳି । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଲଗାଣ ବର୍ଷା ଯୋଗୁ ମହାନଦୀରେ ପାଣି ସ୍ତର ବୃଦ୍ଧି ପାଇଥିଲା । ଫଳରେ ଫେରପାରିନଥିଲେ ଜଗୁଆଳି । କିଛି ଗାଇ ନଦୀରେ ଭାସିଯାଇଥିବା ଜଣାପଡିଛି ।…

ହାତରେ ଫାଇଲ୍ ଧରି ମହାନଦୀକୁ ଡେଇଁଲେ ଯୁବତୀ, ଅଳ୍ପକେ ଜୀବନ ବଞ୍ଚାଇଦେଲେ ସ୍ଥାନୀୟ ମତ୍ସଜୀବୀ

ବାଙ୍କୀ: ମହାନଦୀକୁ ଡେଇଁଲେ ଯୁବତୀ । ଆଜି ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବତୀ ହାତରେ ଫାଇଲ୍ ଧରି ଜାତମୁଣ୍ଡିଆ ସୁବର୍ଣ୍ଣପୁର ହାଇଲେବଲ ବ୍ରିଜ୍ ଉପରେ ଚାଲି ଚାଲି ଆସି ହଠାତ୍ ମହାନଦୀ ଭିତରକୁ ଡେଇଁ ପଡିଥିଲେ । ମହାନଦୀକୁ ଯୁବତୀ ଡେଇଁବା ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକେ ନିକଟସ୍ଥ…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…

କଟକ: ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ(କେନ୍ୟୁଜ୍): କଟକ ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକ ଉଦ୍ଧାର । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି । ଘରୋଇ କଳହରୁ ନଦୀକୁ ଡେଇଁଥିଲେ  ଆଠଗଡ଼ ବ୍ଲକ ନୂଆବନ୍ଧ ଗାଁର ରତି ରଂଜନ ମୁଦୁଲି । ସେ ଆଜି ନିଜ ଶାଳକଙ୍କ ସହ ତ୍ରିଶୂଳିଆ ଅଞ୍ଚଳକୁ ଯାଇଥିବା ବେଳେ ଦୁହିଁଙ୍କ…

ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଅଗ୍ନିଶମ ବିଭାଗର ଉଦ୍ଧାର ଅଭିଯାନ ଜାରି

ଜଗତସିଂହପୁର: ପୁଣି ମହାନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରଘୁନାଥପୁର ଓ ତିର୍ତ୍ତୋଲର ଅଗ୍ନିଶମ କର୍ମଚାରୀ ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟ…

କଟକ: ମହାନଦୀରେ ଫସି ରହିଛନ୍ତି ପ୍ରାୟ ୧୧ଟି ହାତୀ ପଲ

କଟକ(କେନ୍ୟୁଜ୍): ଫସିଗଲେ ହାତୀ। ମହାନଦୀରେ ଫଶିଛନ୍ତି ପ୍ରାୟ ୧୧ଟି ହାତୀ ପଲ। ଏମାନେ ଗତକାଲି ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଅଭିମୁଖେ ଯାଉଥିବାବେଳେ ନଦୀ ଭିତରେ ଫସିଯାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ…