Browsing Tag

mahanga

ଗାଁକୁ ଚୋରି କରିବାକୁ ଆସିବା ପଡିଲା ମହଙ୍ଗା: ଗ୍ରାମବାସୀଙ୍କ ହାବୁଡରେ ପଡିଲେ ୭ ଚୋର, ଦେଲେ ପୋଲିସର ଜିମା

ମାହାଙ୍ଗା (କେନ୍ୟୁଜ): ୟୁପିରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରି କରିବାକୁ ଆସିଥିବା ବେଳେ ଗ୍ରାମବାସୀ ଏକ ପିକପ ଭ୍ୟାନ ସମେତ ୭ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା…

ଭାରତର ପ୍ରଥମ କୃଷକ ମନ୍ଦିର ଆମ ରାଜ୍ୟରେ, ଅକ୍ଷୟ ତୃତୀୟାରେ ଏଠି ହୁଏ ପୂଜାର୍ଚ୍ଚନା

ମାହାଙ୍ଗା (କେନ୍ୟୁଜ୍‌) : ଆମ ଦେଶ ହେଉଛି ଏକ କୃଷି ପ୍ରଧାନ ଦେଶ । ସେଥି ମଧ୍ୟରୁ ଓଡିଶା ବି ବାଦ୍‌ ପଡ଼ିନି । କୃଷକ ତାର ଲୁହ ଲହୁ ଦେଇ ଚାଷ କରି ସମସ୍ତଙ୍କ ପେଟକୁ ଦାନା ଯୋଗାଏ । ତେଣୁ କୃଷକଙ୍କୁ ଉଚିତ ମର୍ଯ୍ୟାଦା ଦେବା ପାଇଁ , ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ଲାଗି ଭାରତର ପ୍ରଥମ…

ରେଳ ଟିକେଟରେ ଠକେଇ କରି ଫସିଲେ ମାହାଙ୍ଗା କୁଆଁପାଳର କମ୍ପ୍ୟୁଟର ଦୋକାନୀ, ଗିରଫ କଲା RPF

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ବଜାରରେ ରେଳ ଟିକେଟର କଳା ବଜାରୀ। କୁଆଁପାଳ ସ୍ଥିତ ଏ - ୱାନ ଅନଲାଇନ୍ ସେଣ୍ଟରରେ ନକଲି ରେଳ ଟିକେଟ କରାଯାଉଥିବାକୁ ନେଇ ରେଳ ବିଭାଗର କଟକ RPFର ଏକ ଛଅ ଜଣିଆ ଟିମ  ଚଢାଉ କରିଛି। ସମ୍ପୃକ୍ତ ଅନଲାଇନ ସେଣ୍ଟରଟି ଦୀପକ ସାହୁ ନାମକ…

ମାହାଙ୍ଗା ଗଣହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ଦେଲା ସାଙ୍ଘାତିକ ସତ

ମାହାଙ୍ଗା(କେନ୍ୟୁଜ୍):  ମାହାଙ୍ଗା ଗଣହତ୍ୟା ମାମଲା । ଆସିଲା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମୃତକମାନେ ପ୍ରତିରୋଧ କରିଥିଲେ । ବିଷକ୍ରିୟା ବାବଦରେ କୌଣସି ତଥ୍ୟ ନାହିଁ । ମୃତକଙ୍କ ଦେହରେ ରହିଛି ଏକାଧିକ କ୍ଷତ । ଧାରୁଆ ଅସ୍ତ୍ରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା…

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା : ଜାଣନ୍ତୁ କେମିତି ସାନଭାଇ ରଚିଥିଲା ମର୍ଡର ପ୍ଲଟ୍‌ ?

ମାହାଙ୍ଗା(କେନ୍ୟୁଜ୍): ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ । ସୈତାନ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ନିପାତ କରିଦେଲା । ମାହାଙ୍ଗା କୁସୁମପୁର ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ବଡ଼ ଭାଇ ଘରେ ଶୋଇଥିବା ବେଳେ କଟୁରୀରେ ୫ ଜଣଙ୍କୁ ହାଣି ରକ୍ତର ହୋଲି…

ଏଠି ଅଧିକାଂଶ ଲୋକଙ୍କୁ ଲାଗେ କାଳିଶି ହେଲେ ଅଭିର ଓ ତୁଳସୀ ପକାଇଲେ ଛାଡିଯାଏ

ମାହାଙ୍ଗା (କେନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ରେ ଶ୍ରୀ ଶ୍ରୀ ବିନୋଦ ବିହାରୀ ଯେତେବେଳେ ଦୋଳ ପୂର୍ଣ୍ଣିମା ଅବସରରେ ସୁସଜ୍ଜିତ ବିମାନରେ ବସାଇ ଗ୍ରାମ ପରିକ୍ରମା କରି ଭୋଗ ଲାଗି କରାଯାଇଥାଏ । ନାମ ସଙ୍କୀର୍ତ୍ତନ ସହ ପଟୁଆରରେ ଶ୍ରୀ ଶ୍ରୀ ବିନୋଦ ବିହାରୀ ଙ୍କୁ କାନ୍ଧେଇ ନେଇଥାନ୍ତି ଭକ୍ତ…

ଅନ୍ୟ ମେଳଣ ଅପେକ୍ଷା କାହିଁକି ନିଆରା ଓଳକଣା ମେଳଣ ? ଜାଣନ୍ତୁ କଣ କହେ କିମ୍ବଦନ୍ତୀ

ମାହାଙ୍ଗା (କେନ୍ୟୁଜ): ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର…

ମୋ ସ୍ବାମୀଙ୍କୁ ଜିତାଇ ଆଣ, ମହିଳାଙ୍କୁ ଅଳତା ଲଗାଇ ଭୋଟ ଭିକ୍ଷା କଲେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ତ୍ରୀ

ମାହାଙ୍ଗା(କେନ୍ୟୁଜ୍): ଆଉ ଦିନ କେଇଟା ପରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ମାନେ ନିଜର  ପୁସିଂ କାର୍ଡକୁ  ଘରେ ଘରେ ବାଣ୍ଟି ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଗାଁ ଗହଳି ଠାରୁ ଆରମ୍ଭ କରି ଛକ ବଜାରରେ ଜମୁଛି ପ୍ରାର୍ଥୀ…

ରାଜନୀତି ରଣାଙ୍ଗନରେ ମାହାଙ୍ଗାର ଏହି ଦମ୍ପତି, ସ୍ତ୍ରୀ ଜିଲ୍ଲା ପାରିଷଦ ସ୍ବାମୀ ସମିତସଭ୍ୟ ପ୍ରାର୍ଥୀ ଭାବେ କରୁଛନ୍ତି…

ମାହାଙ୍ଗା(କେନ୍ୟୁଜ୍): ସବୁ ଆଡେ ଏବେ ପଞ୍ଚାୟତ ରାଜନୀତି ସରଗରମ । ନିଜ ନିଜ ସମର୍ଥକମାନଙ୍କୁ ନେଇ କଟକଣା ଭିତରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।…

ଆଖିରେ ପଟି ବାନ୍ଧି ସାଇକେଲ ଚଳାଇବାଠୁ ବହି ପଢ଼ିବା ଯାଏଁ ସବୁ କାମକୁ ଅତି ନିର୍ଭୁଲ ଭାବେ କରିପାରୁଛନ୍ତି ମାହାଙ୍ଗାର…

ମଣିଷ ସାଧନା ବଳରେ ଅସାଧ୍ୟ ସାଧନ କରିଥାଏ। ଆଖିରେ ଦେଖି ମଣିଷ ମଝିରେ ମଝିରେ ଭୁଲ କରିଥାଏ। କିନ୍ତୁ ଆଖି ବନ୍ଦ କରି କିମ୍ବା ଆଖିରେ ପଟି ବାନ୍ଧି ସବୁକିଛି ଠିକ କାମ କରୁଥିବା ପିଲାକୁ ବୋଧେ ଆପଣ କେବେ ଭେଟି ନଥିବେ। ଆଜି ଆସନ୍ତୁ ଜାଣିବା ଏଭଳି ଜଣେ ଛାତ୍ରଙ୍କ ବିଷୟରେ ଯିଏ ଆଖିରେ ପଟି ବାନ୍ଧି…

କଟକ: ବିଲରେ ଘାସ କାଟୁଥିବା ବେଳେ ପଳାଇ ଆସିଲା ହାତୀ, ଶୁଣ୍ଢରେ କଚାଡି ମରିଦେଲା

ମାହାଙ୍ଗା(କେନ୍ୟୁଜ୍): ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ।  ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଜଣକ ହେଲେ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି  ଏହି  ଅଘଟଣ। ମୃତକ ଜଣଙ୍କୁ  ପଛପଟୁ ହାତୀ ଶୁଣ୍ଢରେ ଟେକି…

କଟକ: ମାହାଙ୍ଗାରେ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଯୁବକ

ମାହାଙ୍ଗା(କେନ୍ୟୁଜ୍): ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ପରେ ବନ୍ଧା ହେଲା ଯୁବକ। ଏହି ଘଟଣା ଆଜି ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ଗତ କାଲି ମାହାଙ୍ଗା ବ୍ଲକ  ହଳଦିଆ ଗ୍ରାମର ଜଣେ ୧୬ ବର୍ଷୀୟା  କଲେଜ ପଢୁଆ ନାବାଳିକାକୁ ଓଳକଣା ଗ୍ରାମର…