Browsing Tag

Mahanga Minor Rape Case verdict

ମାହାଙ୍ଗା ନାବାଳିକା ଧର୍ଷଣ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କଟକ ପୋକ୍ସୋ କୋର୍ଟ

କଟକ(କେନ୍ୟୁଜ) : ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରମୋଦ ବାରିକକୁ ଦୋଷୀ ସାବ୍ୟସ୍ତ କଲେ କଟକ ସ୍ଥିତ ପୋକସୋ କୋର୍ଟ। ଦୋଷୀକୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ଅଦାଲତ। ଜୋରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ଜେଲଦଣ୍ଡ ରେ…