Browsing Tag

mahapurusha achyutananda

ପଣସ ଗଛରେ ପ୍ରଭୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱରୂପ, ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ନିଶ୍ଚିନ୍ତକୋଇଲି(କେନ୍ୟୁଜ୍‌) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ମା’ ହରଚଣ୍ଡି ମନ୍ଦିରରେ ଥିବା ପଣସ ବୃକ୍ଷରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆବିର୍ଭାବ ନେଇ ପ୍ରଚାର ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କିମ୍ବଦନ୍ତୀ ଅନୁସାରେ ଏହା ଅଚ୍ୟୁତାନନ୍ଦଙ୍କ ସାଧନା ପୀଠ ଭାବେ ପରିଚିତ ।…