Browsing Tag

Maharaja Dibyasingha Deb

COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ, ଗତ ୧୫ ତାରିଖରେ ଫେରିଥିଲେ ଆମେରିକାରୁ

ପୁରୀ: COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ । ବିଦେଶ ଫେରନ୍ତା ଓଡ଼ିଆଙ୍କୁ ୪୮ ଘଣ୍ଟା ଭିତରେ ପଞ୍ଜିକରଣ କରିବା ପାଇଁ କହିଥିଲେ ରାଜ୍ୟ ସରକାର । ଏହାପରେ ଗଜପତି ପଞ୍ଜିକରଣ କରିଛନ୍ତି । ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଆମେରିକାରୁ ଫେରିଥିଲେ ଗଜପତି…