Browsing Tag

maharashtra building collapsed

ପୁଣି ମହାରାଷ୍ଟ୍ରରେ ଭୁଶୁଡ଼ିଲା କୋଠା: ୧୦ମୃତ, ଆହୁରି ୨୦ରୁ ୨୫ ଲୋକ ଫସିରହିଥିବା ଅନୁମାନ

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଅଘଟଣ । ହଠାତ୍ ଭୁଶୁଡିଲା କୋଠା । ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ କୋଠା ଭୁଶୁଡ଼ି ପାଖାପାଖି ୧୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ଭଗ୍ନାବଶେଷ ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୨୦ରୁ ୨୫ ଲୋକ…