Browsing Tag

maharashtra lockdown

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଗଲା ୧୦୮ ଜୀବନ, ହୋଇପାରେ ଲକଡାଉନ୍‌

ମହାରାଷ୍ଟ୍ରରେ ପୁଣି ଫେରିପାରେ ଲକଡାଉନ୍‌। ଏଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କୋଭିଡ ସ୍ଥିତିର ସମୀକ୍ଷା କରି ଉଦ୍ଧବ କହିଛନ୍ତି, ରାଜ୍ୟରେ କିିଛି ଅମାନିଆ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।…