Browsing Tag

maharastra

ଖାଇବା ପାର୍ସଲ ଦେବା ପରେ ଯୁବତୀଙ୍କୁ ଜାବୁଡି ଧରି କିସ୍‌ କଲେ ଜମାଟୋ ଡେଲିଭରୀ ବଏ୍‌, ଅଭିଯୋଗ ପରେ ହେଲେ ଗିରଫ

ମହାରାଷ୍ଟ୍ର ପୁନେରେ ୪୨ ବର୍ଷୀୟ ଜମାଟୋ ଡେଲିଭରୀ ବଏ୍‌ ୧୯ ବର୍ଷୀୟ ଯୁବତୀଙ୍କୁ ଜବରଦସ୍ତ କିସ୍‌ କରିଥିବା ମାମଲା ସାମ୍ନାକୁ ଆସିଛି। ପୀଡିତା ଯୁବତୀ ଜଣକ ଏହାକୁ ନେଇ ଥାନାରେ ମାମଲା ଦାଏର କରିଛନ୍ତି। ମାମଲା ପରେ ପୋଲିସ ଡେଲିଭରୀ ବଏଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ୟେଓ୍ଵଲେବାଡି…

ମହାରାଷ୍ଟ୍ରରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା: ୫୦ରୁ ଅଧିକ ଆହତ, ୧୩ ଗୁରୁତର

ମହାରାଷ୍ଟ୍ରରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଅତିକମରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହାରାଷ୍ଟ୍ରର ଗୋନ୍ଦିୟାରେ ରାତି ୨.୩୦ ମିନିଟରେ ପାସେଞ୍ଜର ଟ୍ରେନ ମାଲବାହୀ…

ମହାରାଷ୍ଟ୍ରର ଏହି ସ୍ଥାନରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସ୍ୱଂୟ ପ୍ରକଟ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ, ଜାଣନ୍ତୁ ଏହି…

ମହାରାଷ୍ଟ୍ରର ପଣ୍ଢରପୁରରେ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିବା ପାଇଁ ଏକ ପୁରୁଣା ମନ୍ଦିର ରହିଛି। ଯେଉଁଠି ଶ୍ରୀକୃଷ୍ଣଙ୍କ ରୂପରେ ବିଠଲ୍‌ ଭଗବାନ ଓ ମାତା ଋକ୍ମିଣୀଙ୍କ ପୂଜା କରାଯାଏ। ଆଷାଢ଼ ମାସରେ ସାରା ଦେଶରେ କୃଷ୍ଣ ଭକ୍ତ ପୁଣ୍ଡରିକର ବାରକରି ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଅନେକ ଦୂରରୁ…

ନାସିକରେ ଧର୍ମଗୁରୁଙ୍କୁ ଗୁଳିକରି ହତ୍ୟା, ହତ୍ୟାକାରୀ ଫେରାର

ମହାରାଷ୍ଟ୍ର ନାସିକ ଜିଲ୍ଲାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷୀୟ ମୃତକ ଜଣକ ହେଉଛନ୍ତି ଖ୍ୱାଜା ସୈୟଦ ଚିସ୍ତି। ସେ ୟେଓଲାରେ ସୁଫି ବାବା ନାମରେ ପରିଚିତ…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ କରୋନା ପଜିଟିଭ ହେଲେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ତାଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଭାରତରେ ୧୨,୨୪୯ ନୂଆ…

କଳିଯୁଗର ମା’! କାନ୍ଦିବାରୁ ନିଜ ନିରୀହ ପୁଅଝିଅଙ୍କୁ ତଣ୍ଟି ଚିପି ମାରିଦେଲା, ମାଆ ଓ ଭାଇ ସହ ମିଶି ମୃତଦେହକୁ…

ମହାରାଷ୍ଟ୍ରରୁ ଆସିଛି ଏକ ଛାତିଥରା ଘଟଣା। ଏଠାରେ ଏକ ଗାଁରେ ଜଣେ ମହିଳା ନିଜ ପୁଅଝିଅଙ୍କୁ ଅତି ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଅ ୨ ବର୍ଷର ଥିବା ବେଳେ ଝିଅ ୪ ମାସର ବୋଲି ଜଣାପଡ଼ିଛି। ଖବର ରହିଛି ଯେ ପିଲା ଦୁଇଜଣ କାନ୍ଦିବାରୁ ଏଥିରେ ବିରକ୍ତ ହୋଇ ମା’ ଏଭଳି କାଣ୍ଡ…

ଚାରି ବର୍ଷର ଝିଅକୁ ଖେଳାଇବା ବାହାନରେ ନେଇ ଦୁଷ୍କର୍ମ କଲା ୯ ବର୍ଷର ବାଳକ, ମାମଲା ରୁଜୁ

ଆଜିକାଲି ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କେଉଁଠି ହଣାହଣି ତ ଆଉ କେଉଁଠି ଦୁଷ୍କର୍ମ। ସତେ ଯେପରି ପୋଲିସ ହାତବାନ୍ଧି ବସିଛି। ଆଉ ଅପରାଧୀ ଅପରାଧ କରି ଖୁଲମଖୁଲା ବୁଲୁଛନ୍ତି। ପ୍ରତିଦିନ ଟିଭି ହେଉ ଅବା ଖବରକାଗଜ ଦୁଷ୍କର୍ମ ଖବର ନିଶ୍ଚିତ ଶୁଣିବାକୁ ମିଳୁଛି। ଆଉ ଏପରି ଅପରାଧ କରିବାକୁ…

ଗଧ ପିଠିରେ ବସି ପୂରା ଗାଁ ବୁଲନ୍ତି ଜ୍ୱାଇଁ! ହୋଲିର ସବୁଠୁ ନିଆରା ପରମ୍ପରା

ରଙ୍ଗର ପର୍ବ ହୋଲି। ହୋଲିରେ ରଙ୍ଗ ଖେଳ ସାଙ୍ଗକୁ ଥଟ୍ଟାମଜା ବି ବହୁତ ଚର୍ଚ୍ଚାରେ ରହିଥାଏ। ଲୋକେ ହୋଲିରେ ଖୁବ୍‌ ଏନଞ୍ଜୟ କରନ୍ତି। ଅନେକ ସ୍ଥାନରେ ନାଚ, ଗୀତର ପସରା ଜମେ। କିନ୍ତୁ ଆଜି ଆମେ ଆପଣଙ୍କୁ ହୋଲିର ଏକ ବିଚିତ୍ର ପରମ୍ପରା ବିଷୟରେ କହିବୁ, ଯେଉଁଠି ଘରର ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ…

ବହୁ ସଂଘର୍ଷ ପରେ ୮ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, ମୃତ କୁକୁରର ମାଲିକଙ୍କୁ ମିଳିବ ୩ ଲକ୍ଷ ଟଙ୍କା କ୍ଷତିପୂରଣ!…

ମହାରାଷ୍ଟ୍ରରେ ବର୍ଷ ବର୍ଷର ଆଇନଗତ ଲଢ଼େଇ ପରେ ଏକ କୁକୁର ମୃତ୍ୟୁ ମାମଲାରେ ମାଲିକଙ୍କୁ ଲକ୍ଷାଧିକ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଚନ୍ଦ୍ରପୁର ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲ, ବୀମା କମ୍ପାନୀକୁ ଆଦେଶ ଦେଇଛନ୍ତି କି, ସେହି କୁକୁରର ମାଲିକଙ୍କୁ ୧ ଲକ୍ଷ ୬୨ ହଜାର ଟଙ୍କା…

ପ୍ରତିଶୋଧର ନିଆଁରେ ମାଙ୍କଡ, ପାଖାପାଖି ୨୫୦ କୁକୁର ଛୁଆଙ୍କୁ ମାରି ସାରିଲେଣି

କେନ୍ୟୁଜ ଓଡିଶା : ଆପଣମାନେ ମଣିଷ ମଣିଷ ଭିତରେ ଗୋଷ୍ଠୀ ସଂଘର୍ଷ ଓ ପ୍ରତିଶୋଧ ନେବାର ଘଟଣା ଦେଖିଥିବେ । ହେଲେ କେବେ ଦେଖିଛନ୍ତି କି ପଶୁ ଜାତି ଭିତରେ ଏଭଳି ଘଟେ ବୋଲି ? ଏଠି ପ୍ରତିଶୋଧର ନିଆଁରେ ଜଳୁଥିବା ପଶୁଟେ ଜୀବନ ନେବାକୁ ବି ପଛାଇ ନାହିଁ । ପ୍ରତିଦିନ ତାର କ୍ରୋଧ ନେଇ ଚାଲିଛି କଅଁଳ…

ଉଦ୍ଧବ ଠାକ୍‌ରେଙ୍କ ଘରେ ଖୁବ୍‌ ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ, ତାଜ୍‌ ହୋଟେଲରେ ହେବ ଭବ୍ୟ ବିବାହ…ଜାଣନ୍ତୁ କିଏ…

ବିବାହ ଋତୁ ଆରମ୍ଭ ହୋଇ ଯାଇଛି, ବର୍ତ୍ତମାନ ମହାରାଷ୍ଟ୍ରରେ ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନୈତିକ ଘରର ପିଲାମାନଙ୍କର ବିବାହ ଚର୍ଚ୍ଚାରେ ରହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ, କଂଗ୍ରେସ ରାଜ୍ୟ ସଭାପତି ନାନା ପଟୋଲ, ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରେ ଏବେ ଖବର ସାମ୍ନାକୁ ଆସିଛି…

ଓ୍ଵାର୍ଲ୍ଡ ରେକର୍ଡରେ ଦୁନିଆର ସବୁଠୁ ଛୋଟ ବଡ଼ି ବିଲଡର, ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ 

ଆଜିକାଲି ପ୍ରତ୍ୟେକ ଲୋକ ନିଜ ଶରୀରର ଗଠନକୁ ଆହୁରି କିପରି ସୁନ୍ଦର କରିବେ ସେଥି ପାଇଁ  ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ନିଜ ହାଇଟ ବା ଉଚ୍ଚତାକୁ ନେଇ ଅଧିକ କନ୍ସିୟସ ହୋଇଯାଆନ୍ତି । ଅଳ୍ପ ହାଇଟ ଥିବାରୁ ଅନେକ ଲୋକେ ଅସୁବିଧାର ସାମ୍ନା କରନ୍ତି ।…