Browsing Tag

mahashivratri

ଭଗବାନ ଶିବଙ୍କ ଭୂମିକାରେ କେଉଁ କେଉଁ ଅଭିନେତା ନଜର ଆସିଛନ୍ତି, ଜାଣନ୍ତୁ

ଭଗବାନ ଶିବ ହେଉଛନ୍ତି ସଂହାର କର୍ତ୍ତା । କୁହନ୍ତି ସେ ହେଉଛନ୍ତି କୋପେବର ନଚେତ ତପେବର । ବିନାଶକାରୀ, ପ୍ରଚଣ୍ଡ କୋପୀ ସହ ସଂସାରର ଆଦିଦେବ ହେଉଛନ୍ତି ପ୍ରଭୁ ଶିବଶଙ୍କର । ପ୍ରତିବର୍ଷ ମହାଶିବରାତ୍ରୀ ଫାଲଗୁନ ମାସ କୃଷ୍ଣ ପକ୍ଷରେ ପଡେ । ଯାହା ସାଧାରଣତ ଫେବୃଆରୀରେ ପଡିଥାଏ । ଆଜି ହେଉଛି…

ମହାଶିବରାତ୍ରି: ଏହି ସବୁ ରଙ୍ଗର ପୋଷାକ ପିନ୍ଧି ଭୋଳାବାବାଙ୍କୁ କରନ୍ତୁ ପ୍ରସନ୍ନ; ପୂଜା ସଫଳ ହେବା ସହିତ ପୂରଣ ହେବ…

ଆପଣ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି, ତାହା ବି ଆସ୍ଥା ସହିତ ଜଡ଼ିତ ରହିଥାଏ। ଏଥର ମାର୍ଚ୍ଚ ୧ରେ ପଡ଼ିଛି ମହାଶିବରାତ୍ରି। ଏହି ପବିତ୍ର ଦିନରେ ଭକ୍ତମାନେ କେଉଁ ପୋଷାକ ପରିଧାନ କରିବେ, ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ସାଧାରଣତଃ ଭକ୍ତମାନେ ଏମିତି ରଙ୍ଗର ପୋଷାକ ପିନ୍ଧିବାକୁ…

ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

ଆସୁଛି ମହାଦେବଙ୍କ ଭକ୍ତଙ୍କ ସବୁଠୁ ବଡ଼ ଉତ୍ସବ ମହାଶିବରାତ୍ରି। ଚଳିତବର୍ଷ ମାର୍ଚ୍ଚ ୧ ମଙ୍ଗଳବାର ଦିନ ପଡ଼ୁଛି ମହାଶିବରାତ୍ରି। ଏଥରକ ମହାଶିବରାତ୍ରିରେ ଯଦି କିଛି ଖାସ୍‌ କାମ କରିବେ ତେବେ ନିଜ ଘରର ବାସ୍ତୁ ଦୋଷକୁ ଠିକ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ କି କାମ କଲେ…

ମହାଦେବଙ୍କର ବି ରହିଛି ନବରାତ୍ରି, କେବଳ ଏହି ସ୍ଥାନରେ ଅନୁଷ୍ଠିତ ହୁଏ ଶିବନବରାତ୍ରି

ଭଗବାନ ଶିବଙ୍କର ଉପାସକ ମାନେ ମହାଶିବରାତ୍ରି ଦିନକୁ ଅତି ଉତ୍ସାହର ସହିତ ଅପେକ୍ଷା କରିିଥାନ୍ତି। ଏହି ଦିନ ସବୁ ଶିବ ମନ୍ଦିରରେ ସକାଳୁ ରାତି ଯାଏଁ ପୂଜା ପାଠ ଓ ଅଭିଷେକ କରାଯାଏ। ଏହି ଦିନ ଦେଶର ବଡ ବଡ ଶିବ ମନ୍ଦିର ମାନଙ୍କରେ ଉତ୍ସବ ଲାଗି ରହିଥାଏ। ଏହି ଉତ୍ସବ ଦେଖିବା ପାଇଁ ଓ…

ମହାଶିବରାତ୍ରୀରେ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ; ରହିବ ଭଗବାନ ଶିବଙ୍କ ବିଶେଷ କୃପା

ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୧ରେ ପଡ଼ୁଛି। ଏହି ଦିନ ଗ୍ରହମାନଙ୍କର ବିଶେଷ ସଂଯୋଗ ରହୁଛି। ଜ୍ୟୋତିଷ ଶାସ୍ତ୍ର ମୁତାବକ, ମକର ରାଶିର ଦ୍ୱାଦଶ ଘରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେବ। ଏହି ଦିନ ମକର ରାଶିରେ ମଙ୍ଗଳ ଏବଂ ଶନି ସହିତ ଶୁକ୍ର, ବୁଧ ଏବଂ ଚନ୍ଦ୍ର ମଧ୍ୟ ରହିବେ। ଏଥି ସହିତ ସୂର୍ଯ୍ୟ…

ଜାଗର ଯାତ୍ରା ପାଇଁ ପୂର୍ବାହ୍ନ ୧୧ଟାରେ ASIଙ୍କ କାର୍ଯ୍ୟାଳୟରେ ବସିବ ସମନ୍ଵୟ ବୈଠକ, ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ…

ଭୁବନେଶ୍ୱର (କେନ୍ୟୁଜ): ଜାଗର ଯାତ୍ରା ପାଇଁ ଆଜି ବସିବ ସମନ୍ଵୟ ବୈଠକ । ପୂର୍ବାହ୍ନ ୧୧ ଟାରେ ASIଙ୍କ କାର୍ଯ୍ୟାଳୟରେ ଜାଗର ଯାତ୍ରା ସମ୍ପର୍କିତ ସମନ୍ଵୟ ବୈଠକ ଡାକିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ସାହୁ । ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ ହେବ ଆଲୋଚନା ।…

ଏବର୍ଷ ବି କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି, ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ବର(କେନ୍ଯୁଜ୍): ଏବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ରାତି ୧୦ ଟାରେ ଉଠିବ ମହାଦୀପ । ଗତକାଲି ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ…

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି! ଏଣିକି ମହାପୁରୁଷ ଜୟନ୍ତୀ ଓ ଶିବରାତ୍ରିରେ ରାଜ୍ୟରେ ହେବ ନାହିଁ ମାଂସ ବିକ୍ରି; ଜାରି…

ଉତ୍ତର ପ୍ରଦେଶର ଯୋଗୀ ସରକାର ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ଯାଇ ଆଉ ଏକ ଅଦ୍ଭୁତପୂର୍ବ ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି, ଏବେ ଠାରୁ ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାଶିବରାତ୍ରିରେ ମାଂସ ବିକ୍ରି କରାଯିବ ନାହିଁ। ଏହି ଦିନ କଂସେଇଖାନା ଓ ମାଂସ…

କୋଭିଡ୍‌ କଟକଣାରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଆସନ୍ତାକାଲି ହେବ ଜାଗର ଯାତ୍ରା, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ…

ଭୁବନେ‌ଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । କୋଭିଡ୍‌ କଟକଣା ଭିତରେ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । କେଉଁଠି ବିନା ଭକ୍ତ ତ କେଉଁଠି ଅଳ୍ପ ସଂଖ୍ୟକ ଭକ୍ତ କରିପାରିବେ ଠାକୁର ଦର୍ଶନ । ରାତି ୧୦ଟାରେ ଲିଙ୍ଗରାଜଙ୍କଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି…

ଆଉ ଦିନକ ପରେ ମହାଶିବରାତ୍ରି: ବିବାଦ ମଝିରେ ଅଟକି ରହିଛି ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା

ଭୁବନେଶ୍ବର: ଆଉ ଦିନକ ପରେ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ପାଇଁ ମନ୍ଦିର ପ୍ରଶାସନର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶିବରାତ୍ରି ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି। ତେବେ ବାରମ୍ବାର ଏଥିରେ ବ୍ୟତିକ୍ରମ ହୋଇଛି। ସମନ୍ଵୟ…

ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପଡ଼ୁଛି ମହାଶିବରାତ୍ରି। ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚ ଦିନ…

ଜାଣନ୍ତୁ କାହିଁକି ପାଳନ କରାଯାଏ ମହାଶିବରାତ୍ରୀ, କଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ମାସରେ ଚର୍ତୁଦଶୀ ତିଥିରେ ଶିବରାତ୍ରୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣପକ୍ଷକ୍ଷର ଚର୍ତୁଦଶୀକୁ ମହାରାତ୍ରୀ କୁହାଯାଇଥାଏ। ମହାଶିବରାତ୍ରୀ ଦିନ ଶିବଙ୍କ ଭକ୍ତ ଗଙ୍ଗାଜଳରେ ଭଗବାନ ଶିବଙ୍କର ଅଭିଷେକ କରିଥାନ୍ତି। ଏହିଦିନ ବ୍ରତ ରଖିବା ମହିଳାମାନଙ୍କ ପାଇଁ ଏକ ଖାସ୍‌ ମହତ୍ତ୍ୱ ରଖିଥାଏ।…