Browsing Tag

mahatma gandhi

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା। ୧୯୪୮ ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ମହାତ୍ମା। ହେ ରାମ କହି, ମହାତ୍ମା ଗାନ୍ଧୀ…

ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା, ଗିରଫ ହେଲେ କାଳିଚରଣ ମହାରାଜ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା । ଗିରଫ ହେଲେ କାଳିଚରଣ ମହାରାଜ । ତାଙ୍କୁ ଖଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣଙ୍କ ନାଁରେ ରାୟୁପୁରର ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିବା ନେଇ…

ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଜାରି କଲେ ୫ ପାଉଣ୍ଡର ନୂଆ କଏନ, ଯେଉଁଥିରେ ରହିଛି ଭାରତ ସହ ଜଡ଼ିତ…

ଦୀପାବଳି ଅବସରରେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛି ବ୍ରିଟେନ। ଏହି ଶୁଭ ଦିନରେ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ୫ ପାଉଣ୍ଡର ଏକ ନୂଆ କଏନ ଜାରି କରିଛନ୍ତି। ଏହା ଉପରେ ଭାରତର ଜାତୀୟ ଫୁଲ ମଧ୍ୟ ଅଙ୍କିତ ହୋଇଛି। ଏହାକୁ ‘ରୟାଲ ମିଣ୍ଟ ଦିଓ୍ଵାଲି…

ଆଜିର ଦିନରେ କେବଳ ଭାରତ ନୁହେଁ ବରଂ ଆହୁରି ୪ଟି ଦେଶ ପାଇଥିଲେ ସ୍ୱାଧୀନତା, ଜାଣନ୍ତୁ

ଆଜି ଅଗଷ୍ଟ ୧୫। ଭାରତବର୍ଷରେ ଏହି ତାରିଖକୁ ଥାଏ ସମସ୍ତଙ୍କ ଅପେକ୍ଷା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ ସ୍ମରଣୀୟ ଦିବସ । କାରଣ ଏହିଦିନ ଇଂରେଜ ମାନଙ୍କ କବଳରୁ ଆମ ଦେଶ ସ୍ୱାଧୀନ ହୋଇଥିଲା । ୧୯୪୭ ମସିହାର ଏହିଦିନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦେଇଥିଲା । ଦେଶ ମାତୃକାର ଏହି…

୩୦ ଜାନୁଆରୀରେ ୨ ମିନିଟ୍‌ ପାଇଁ ନିଃସ୍ତବ୍ଧ ହୋଇଯିବ ପୂରା ଦେଶ, କେନ୍ଦ୍ର ସରକାର ଜାରିକଲେ ନିର୍ଦ୍ଦେଶ

ପ୍ରତିବର୍ଷ ଜାନୁଆରୀ ୩୦ ତାରିଖ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ ସହିଦଙ୍କ ସମ୍ମାନାର୍ଥେ ସହିଦ ଦିବସ ଭାବେ ପାଳନ କରାଯାଉଛି। ମାତ୍ର ଚଳିତବର୍ଷ ସହିଦ ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସ୍ୱାଧୀନତା ଆନ୍ଦୋଳନରେ ଜୀବନକୁ ବଳି ଦେଇଥିବା ସହିଦଙ୍କ…

ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କ ଆଦର୍ଶ ନେଇ ସମ୍ପର୍କରେ ବହୁତ କିଛି ଶିଖିବାକୁ ଅଛି ବୋଲି…

ଆଜି ୧୫୧ ତମ ଗାନ୍ଧି ଜୟନ୍ତୀ ପାଳନ କରୁଛି ଦେଶ: ସତ୍ୟ ଏବଂ ଅହିଂସା ପ୍ରତି ବାପୁଙ୍କ ବିଚାର ସର୍ବଦା ସାରା ବିଶ୍ୱକୁ ଦେଇ…

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧି ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର…

କୁନି ଗାନ୍ଧୀଙ୍କ କରୋନା ସଚେତନତା, ଧଳା ଧୋତିରେ ଚଷମା ସହିତ ବାଡ଼ି ଧରି ସ୍ୱାବ ଦେଇ କରାଉଛନ୍ତି କରୋନା ଟେଷ୍ଟ;…

ମହାତ୍ମା ଗାନ୍ଧୀ ! ଏମିତି ଏକ ନାଁ ଯାହାକୁ ଶୁଣିବା ମାତ୍ରେ ପ୍ରତିଟି ନାଗରିକ ମନରେ ଦେଶପ୍ରେମ ଆପଣା ଛାଏଁ ଜାଗ୍ରତ ହୋଇଯାଏ । ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ବିହାନ ବୋରା ନାମକ ଏକ ଦଶ ବର୍ଷର ପିଲାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ପିଲାଟି ଗାନ୍ଧୀଙ୍କ ବେଶ ଧାରଣ କରିଛି ।…

ଏହି ଗ୍ରାମରେ ଗାନ୍ଧିଜୀଙ୍କ ରାଣ ଖାଇ ହୋଇଯାଏ ସବୁ ସମସ୍ୟାର ସମାଧାନ

ଓଡ଼ିଶାର ଭତ୍ରା ଗାଁ ଯେଉଁଠି ତିଆରି ହୋଇଛି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମନ୍ଦିର । ସକାଳ ସନ୍ଧ୍ୟାରେ ଶୁଣାଯାଏ ରାମନାମ ଏବଂ କରାଯାଇଥାଏ ଗାନ୍ଧିଜୀଙ୍କ ପୂଜା । ଦୀର୍ଘ ୪୬ ବର୍ଷ ଧରି ଏଠାରେ ଗାନ୍ଧିଜୀଙ୍କ ପୂଜା କରାଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେକୌଣସି ପ୍ରକାର…

ଆଜି ଦିନରେ ହୋଇଥିଲା ଜାତିର ପିତାଙ୍କ ଦେହାନ୍ତ

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଗାନ୍ଧିଜୀଙ୍କ ସମାଧୀପୀଠ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭିନ୍ନ ଦଳର ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା…

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ, ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଜାନୁଆରୀ ୩୦ତାରିଖ । ଜାତିର ପିତାଙ୍କ ତିରୋଧାନ ଦିବସ । ୧୯୪୮ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ନାଥୁୁରାମ ଗଡ଼ସେର ଗୁଳିମାଡ଼ରେ ଟଳି…