Browsing Tag

mahesh anand

୯୦ ଦଶକର ଚର୍ଚ୍ଚିତ ଖଳନାୟକଙ୍କର ହେଲା ନିଧନ, ଘରୁ ମିଳିଲା ଶବ

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚିତ ଖଳନାୟକ ମହେଶ ଆନନ୍ଦଙ୍କର ଗତକାଲି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କର ୟାରୀ ରୋଡ ସ୍ଥିତ ଘରୁ ତାଙ୍କ ମୃତ ଦେହ ମିଳିଛି। ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କୂପର ହସପିଟାଲକୁ ପଠାଯାଇଛି।…