Browsing Tag

mahesh bhatt

ଅଭିନେତ୍ରୀ ଲୁଭିଏନା ଲୋଧଙ୍କ ବିରୋଧରେ କୋଟିଏ ଟଙ୍କାର ମାନହାନୀ ମାମଲା କଲେ ମହେଶ ଭଟ୍ଟ, ଅଭିନେତ୍ରୀ ଆଣିଥିଲେ…

ମୁମ୍ବାଇ : ଅଭିନେତ୍ରୀ ଲୁଭିଏନା ଲୋଧଙ୍କ ବିରୋଧରେ ୧ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ । ଏଥି ସହ ତାଙ୍କ ବିରୋଧରେ କୌଣସି ଘୃଣ୍ୟ, ମିଥ୍ୟା, ନିନ୍ଦନୀୟ ଏବଂ ଅପମାନଜନକ ଅଭିଯୋଗ ନ କରିବାକୁ ଆଦେଶ ଦେବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ…

ମହେଶ ଭଟ୍ଟଙ୍କ ସହ କଙ୍ଗନାଙ୍କ ପୁରୁଣା ଫଟୋ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, କହିଲେ ‘ସୁଶାନ୍ତଙ୍କ କେସ୍‌ରେ ନୂଆ ମୋଡ଼’

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଚର୍ଚ୍ଚାକୁ ଆସିଛି ନେପୋଟିଜମ୍‌। ପରିବାରବାଦ ଯୋଗୁ ଚାପରେ ଆସି ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ କଙ୍ଗନା ରାଣାଓ୍ଵତ୍‌ ଦାବି କରିଥିଲେ। ଏଥିସହ ସେ ମୁମ୍ବାଇକୁ ପିଓକେ ସହ ବି ତୁଳନା କରିଥିଲେ ଓ କେତେକ କଳାକାରଙ୍କୁ ଡ୍ରଗ୍‌…

ରିୟାଙ୍କ ପରେ ସାମ୍ନାକୁ ଆସିଲା ଜିୟାଙ୍କୁ କୁଣ୍ଢାଇ ଧରିଥିବା ମହେଶ ଭଟ୍ଟଙ୍କ ଫଟୋ, ଦେଖନ୍ତୁ ସୁଗାର ଡାଡିଙ୍କ ରାସଲୀଳାର…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ପ୍ରବଳ ଟ୍ରୋଲ କରୁଥିବା…

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟଙ୍କୁ ପଚରାଉଚରା ପାଇଁ ଡାକିଲା ମୁମ୍ବାଇ ପୋଲିସ, ଖୋଲିବ ବହୁ ଗୁମର

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ମୁମ୍ବାଇ ପୋଲିସ ଏବେ ଯାଏଁ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି। ଏବେ ଏହି ମାମଲାରେ ପୋଲିସ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ମଧ୍ୟ ପଚରାଉଚରା କରିଛି। ଆଜି ଅପରାହ୍ନରେ ପୋଲିସ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ…

ଭାଇରାଲ ହେଉଛି ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ଫଟୋ, ଉଭୟଙ୍କ ସମ୍ପର୍କ ନୁହେଁ ତ ସୁଶାନ୍ତ ସିଂହ ରାଜପୁତଙ୍କ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ଯାଏଁ ପ୍ରାୟ ୧୩ ଜଣଙ୍କୁ ପୋଲିସ ଜେରା କରିସାରିଲାଣି। ତଦନ୍ତକୁ ଆଉ ଟିକେ ଆଗେଇ ନେଇ ପୋଲିସ ଏବେ ସୁଶାନ୍ତଙ୍କ ବନ୍ଧୁବାନ୍ଧବ, ଚାକର ଓ ସାଙ୍ଗସାଥୀ ତଥା ତାଙ୍କ ସହ କାମ କରୁଥିବା ଲୋକ ଓ ପ୍ରଡକ୍ସନ୍‌ ହାଉସ୍‌କୁ ମଧ୍ୟ…

ମହେଶ ଭଟ୍ଟ ଫିଙ୍ଗିଥିଲେ କଙ୍ଗନାଙ୍କ ଉପରେ ଚପଲ, ଟ୍ବିଟରରେ ସତ୍ୟତା ବଖାଣିଲେ ଭଉଣୀ ରଙ୍ଗୋଲି

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତଙ୍କ ଭଉଣୀ ଭଟ୍ଟ ପରିବାର ଉପରେ ଲଗାଇବା ଅଭିଯୋଗ ଚାଲିଛନ୍ତି। କଙ୍ଗନାଙ୍କ ସ୍ଥାନରେ ଏବେ ରଙ୍ଗୋଲି ସୋସିଆଲ ମିଡିଆରେ ବାରମ୍ବାର ଆଲିଆ ଭଟ୍ଟ, ସୋନି ରାଜଦାନ ଏବଂ ମହେଶ ଭଟ୍ଟଙ୍କ ଉପରେ ଆରୋପ ଲଗାଇଚାଲିଛନ୍ତି। ନିକଟରେ ଆଲିଆଙ୍କ ଭାରତୀୟ…

ଅନୁପ ଜଲୋଟାଙ୍କୁ ଟପିଗଲେ ମହେଶ୍, ଝିଅ ବୟସର ରିୟାଙ୍କ ସହ ରୋମାଟିଂକ୍ ଫଟୋ ହେଲା ଭାଇରାଲ୍

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନଙ୍କୁ ନେଇ ଜଳୁଛି ସୋସିଆଲ୍ ମିଡିଆ । ଉଭୟଙ୍କ ଲଭ୍ ଷ୍ଟୋରୀକୁ କମେଡି ଷ୍ଟୋରୀ କରିଦେଇଛନ୍ତି ୟୁଜର୍ । କାରଣ ଅନୁପଙ୍କଠାରୁ ୩୭ ବର୍ଷ ସାନ ହେବେ ଜସଲିନ୍ । ତେବେ ଏହି ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ଯୋଡି ପାଲଟିଯାଇଛି ଇଣ୍ଟରନେଟ୍…

ଆସୁଛି ସଡ଼କ-୨, ପୁଣି ପରଦା ଉପରେ ରୋମାନ୍ସ କରିବେ ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ

ମୁମ୍ବାଇ : ଏବେ ବଲିଉଡ଼ରେ ଚାଲିଛି ସକ୍ବେଲର ଋତୁ। ଗୋଟିଏ ଫିଲ୍ମର ଅନେକ ସଂସ୍କରଣ ଦେଖିବାକୁ ମିଳୁଛି। ତେବେ ଏବେ ୨୭ବର୍ଷ ପରେ ଏକାଠି ଫେରିବେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ। ଏନେଇ ଆଜି ରିଲିଜ୍‌ ହୋଇଛି ମହେଶ ଭଟ୍ଟଙ୍କ ଫିଲ୍ମ ସଡକ-୨ର ଟିଜର। ଆସନ୍ତୁ ଜାଣିବା କିଏ ନଜର ଆସୁଛନ୍ତି ପୂଜା ଭଟ୍ଟ…

କାହିଁକି ଝିଅ ପୂଜା ଭଟ୍ଟ ସହ ଏମିତି ବୋଲ୍ଡ ଫଟୋସୁଟ୍ କରିଥିଲେ ମହେଶ ଭଟ୍ଟ ? ପଢନ୍ତୁ ଜନ୍ମଦିନ ସ୍ପେଶାଲ୍

ସଡକ , ଆଶିକି, ଜଖ୍ମ, ହମ୍ ହୈ ରାହି ପ୍ଯାର୍ କେ ଭଳି ସୁପରହିଟ୍ ସିନେମା ଭେଟି ଦେଇଥିବା ମହେଶ ଭଟ୍ଟ ଆଜି ନିଜର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦ ସେପ୍ଟେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ମହେଶ ଭଟ୍ଟ । ନିର୍ଦ୍ଦେଶନା ବ୍ଯତୀତ ମହେଶ ଭଟ୍ଟ ପ୍ରଯୋଜନା ଏବଂ ସ୍କ୍ରିପ୍ଟ ରାଇଟିଙ୍ଗ୍ କାମ…