Browsing Tag

MAHIMA DHARMA PITHA JORANDA

ମହିମା ଧର୍ମ ପୀଠ ଯୋରନ୍ଦା, ଆସନ୍ତା ୧୮ରୁ ବିଶ୍ୱ ପ୍ରସିଦ୍ଧ ମେଳା

ଢେଙ୍କାନାଳ ଜିଲ୍ଲାର ମହିମା ଧର୍ମ ପୀଠ ଯୋରନ୍ଦା । ଏଠାକାର ମହିମା ଗାଦିରେ ରହିଛି ପ୍ରାୟ ଦେଢ଼ଶହ ବର୍ଷ ଧରି ଜଳୁଥିବା ଧୁନି । ସୂଚନା ଅନୁସାରେ ୧୮୭୪ ମସିହା ମାଘ ଶୁକ୍ଳପକ୍ଷ ଚତୁର୍ଦଶୀ ଠାରୁ ଏହି ଧୁନି ଜଳି ଆସୁଛି । ଧୁନି ଓ ଅଖଣ୍ଡ ଜ୍ୟୋତିକୁ ସାଧୁସନ୍ଥମାନ ଜଗି ଆସୁଛନ୍ତି । ଯେତେ ଘାତ…