Browsing Tag

Mahima Mishra

ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ୭ ଅଭିଯୁକ୍ତଙ୍କୁ ୯ ଦିନ ରିମାଣ୍ଡ ପାଇଁ ଆବେଦନ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଓ ଅନ୍ୟ ୬ଜଣ। ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ର ଓ ଅନ୍ୟ ୬ ଜଣଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ସେମାନଙ୍କୁ CBI କୋର୍ଟରେ ହାଜର କରାଯାଇଥିଲା । ମୋଟ୍‌…

ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଉ ଜଣେ ଗିରଫ, ତୁଲାଇଥିଲେ ମଧ୍ୟସ୍ଥ ଭୂମିକା

କେନ୍ୟୁଜ୍(ବ୍ୟୁରୋ):ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଜି ଆଉ ଜଣେ ଗିରଫ। କେସିଟିର ଦେବପ୍ରିୟ ମହାନ୍ତିଙ୍କୁ ଗିରଫ କଲା ସିବିଆଇ। ଏଫଆଇଆରରେ ଅଭିଯୁକ୍ତ ଭାବେ ତାଙ୍କ ନାଁ ଥିଲା। ସେ ଲାଞ୍ଚ କାରବାରରେ ମଧ୍ୟସ୍ଥ ଭୂମିକା ତୁଲାଇଥିଲେ। ଏହାକୁ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏପଟେ…

ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ୱର(କେନ୍ୟୁଜ୍): ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଗିରଫ କଲା ସିବିଆଇ । CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ । ଆଜି ଭୋର ୪ଟାରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ସରେଣ୍ଡର କରିଥିଲେ । ଏହାପରେ ତାଙ୍କର…

ଭୁବନେଶ୍ୱର CBI କାର୍ଯ୍ୟାଳୟରେ ମହିମା ମିଶ୍ର, ବଡ଼ ପୁଅ ଚନ୍ଦନ ମିଶ୍ର ବି ଉପସ୍ଥିତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର CBI କାର୍ଯ୍ୟାଳୟରେ ମହିମା ମିଶ୍ର। ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ଅଛନ୍ତି। ଆଜି ଭୋରରୁ ସରେଣ୍ଡର କରିଥିଲେ ସାନ ପୁଅ ଚର୍ଚ୍ଚିତ ମିଶ୍ର। ଆଜି ତିନି ଜଣଙ୍କୁ ପଚରାଉଚରା କରିବ ସିବିଆଇ। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୪…

ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରୁ ବାହାରିଲା ସିବିଆଇ ଟିମ୍‌, ପୁଅ ଚନ୍ଦନକୁ ସାଙ୍ଗରେ ନେଲା

କେନ୍ୟୁଜ୍(ବ୍ୟୁରୋ):  ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରୁ ରେଡ୍‌ ସାରି ବାହାରିଗଲା ସିବିଆଇ ଟିମ୍‌ । ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରକୁ ସିବିଆଇ ଟିମ୍‌ ସାଙ୍ଗରେ ଯାଇଛନ୍ତି । ପିପିଟିର ଜଣେ ଅଧିକାରୀଙ୍କ ୨୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାର ଖୋଳତାଡ଼ ନେଇ ରେଡ୍‌ କରିଥିଲା…

CBI ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର, ଘରେ ଓ ଅଫିସରେ ଚାଲିଛି ଚଢାଉ

କଟକ(କେନ୍ୟୁଜ୍): CBI ସ୍କାନରରେ ମହିମା ମିଶ୍ର। ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ CBI ରେଡ୍‌। ମହିମା ମିଶ୍ରଙ୍କ ଘର ଓ ଅଫିସରେ ଚାଲିଛି ଚଢାଉ। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌। କଟକ ଓଡ଼ିଆ ବଜାର ସ୍ଥିତ ଘରେ ଚାଲିଛି ଚଢାଉ। କଟକ ଓ ପାରାଦୀପ ସ୍ଥିତ OSL…

ଜାମିନ ଖାରଜ ପରେ ଆତ୍ମସମର୍ପଣ, ପୁଣି ଜେଲ୍ ଗଲେ ଶିଳ୍ପପତି ମହିମା ମିଶ୍ର

ପାରାଦୀପ(କେନ୍ଯୁଜ୍) : ସମାଗୋଳ ଜେଲ୍‌ ଫେରିଲେ ଶିଳ୍ପପତି ମହିମା ମିଶ୍ର । ଆଜି ସେ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସୁପ୍ରିମକୋର୍ଟ ଗତକାଲି ଜାମିନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା ମିଶ୍ର । ପୂର୍ବରୁ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ…

ଶିଳ୍ପପତି ମହିମା ମିଶ୍ରଙ୍କୁ ସୁପ୍ରିମ୍‌ ଝଟ୍‌କା, ମିଳିବନି ଜାମିନ୍

ଭୁବନେଶ୍ବର (କେନ୍ଯୁଜ୍): ମହିମା ମିଶ୍ରଙ୍କ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟ ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ ନେଇ ଓଡିଶା ହାଇକୋର୍ଟ ଦେଇଥିବା ରାୟକୁ ଓଡିଶା ସରକାର ସୁପ୍ରିମକୋର୍ଟରେ ଚାଲେଂଜ…

ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଶ୍ୱସ୍ତି : ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଶ୍ୱସ୍ତି । ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଉଭୟ ମାମଲାରେ ଲକ୍ଷେ ଟଙ୍କା ଲେଖାଏଁ ୨ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମାମଲାର ପକ୍ଷମାନଙ୍କୁ ପ୍ରଭାବିତ ନକରିବା ପାଇଁ…