Browsing Tag

mahindra suv

ବିନା କ୍ରୟରେ ଘରକୁ ଆଣନ୍ତୁ ମହିନ୍ଦ୍ରା ଥର୍‌! ଜାଣନ୍ତୁ କେମିତି ପୂରଣ ହେବ ଏହି ଜବରଦସ୍ତ ସ୍ୱପ୍ନ

ମହିନ୍ଦ୍ରା କାର କିଣିବାର ସ୍ୱପ୍ନ ପୂରଣ କରିବା ଯଦି ଆପଣଙ୍କୁ ମହଙ୍ଗା ଲାଗୁଛି, ତା’ ହେଲେ ଏହା ଏବେ ବହୁତ କମ୍ ମୂଲ୍ୟରେ ହୋଇଯିବ। ମହିନ୍ଦ୍ରା ଗ୍ରାହକ ମାନଙ୍କୁ ଏକ ନୂଆ ଅଭିଜ୍ଞତା ଦେବା ପାଇଁ Quiklyz ନାମକ କମ୍ପାନୀ ସହ ଚୁକ୍ତି କରିଛି, ଯାହା କି ଏକ ଯାନ ଲିଜିଂ ଏବଂ ସବସ୍କ୍ରିପସନ…

ଜୁନ ମାସରେ ସ୍କର୍ପିଓ ଏସୟୁଭିର ନୂଆ ମଡେଲ ଉପରୁ ଉଠିପାରେ ପର୍ଦ୍ଦା, ରହିଛି ମଲ୍ଟିପଲ ସିଟିଙ୍ଗ୍‌ ଆରେଞ୍ଜମେଣ୍ଟସ୍‌

ମହିନ୍ଦ୍ରା ଭାରତରେ ଚଳିତ ବର୍ଷ ନିଜର ଦମଦାର ସ୍କର୍ପିଓ ଏସୟୁଭିର ନ୍ୟୁ ଜେନେରେସନ ମଡେଲକୁ ଲଞ୍ଜ୍‌ କରିବା ପାଇଁ ପ୍ରସ୍ତୁତି କରୁଛି। ଖାସ୍‌ କଥା ହେଉଛି ମହିନ୍ଦ୍ରାର ନ୍ୟୁ ଜେନେରେସନ୍‌ ମଡେଲ ଏହି କାରର ବର୍ତ୍ତମାନର ମଡେଲ ସହିତ ବିକ୍ରି ହେବା ପାଇଁ ଉପଲବ୍ଧ ରହିବ। ସ୍କର୍ପିଓର ବର୍ତ୍ତମାନର…

ଇଞ୍ଜିିନିୟରିଂ ଛାତ୍ର କଲେ କମାଲ, ତିଆରି କଲେ ସବୁଠୁ ଶସ୍ତା ଇଲେକଟ୍ରିକ କାର :ମଧ୍ୟପ୍ରଦେଶ

ବର୍ତ୍ତମାନ ସମୟରେ ତେଲ ଦର ବୃଦ୍ଧିକୁ ନେଇ ଇଲେକଟ୍ରିକ କାରକୁ ଭଲ ବିକଳ୍ପ ରୂପେ ମନାଯାଉଛି। ଏବେ ଆପଣ କେଉଁଠି ନା କେଉଁଠି ଇଲେକଟ୍ରିକ ବାହନକୁ ନେଇ ପ୍ରତିଦିନ ଖବର ଶୁଣୁଥିବେ। କିନ୍ତୁ ଏ ଖବର ଟିକେ ରହିଛି ଅଲଗା। ଏହି ଖବରରେ କୌଣସି କମ୍ପାନି ନୁହେଁ ବରଂ ଜଣେ ଛାତ୍ର ନିଜ ପାଇଁ ତିଆରି…