Browsing Tag

mahula flower

ମହୁଲର ମହକରେ ମାଲାମାଲ ଦଲାଲ, ଆଦିବାସୀଙ୍କୁ ମିଳୁନି ପ୍ରକୃତ ମୂଲ

ବଲାଙ୍ଗିର(କେନ୍ୟୁଜ): ମହୁଲ ଫୁଲ । ଦେଖିବାକୁ ଯେମିତି ସୁନ୍ଦର, ତା'ର ବାସ୍ନା ବି ସେମିତି ମନମୁଗ୍ଧକର । ଆଉ ସଂଗ୍ରହକାରୀ ବି ଦୁଇ ପଇସା ଉପାର୍ଜନ କରି ବେସ ଖୁସି । ହେଲେ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ହେଉ ନଥିବାରୁ ଅସାଧୁ ଉପାୟ ଅବଲମ୍ବ କରୁଛନ୍ତି ବ୍ୟବସାୟୀ। ବଲାଙ୍ଗିର ଜିଲ୍ଲା…