Browsing Tag

makeshift stretcher

ସୁବର୍ଣ୍ଣପୁରରେ ଜନନୀ ଯନ୍ତ୍ରଣା, ରାସ୍ତା ଖରାପ ଯୋଗୁଁ ୨ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ୨ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଳା ପଞ୍ଚାୟତର ମଶାଣିପାଲି ଠାରୁ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଅଛି । ଫଳରେ ମସିଣାପାଲି…