Browsing Tag

making liquor from hand sanitizer

‘ହାଏରେ କି ହେଲା ଏ ଯୁଗ’: ମଦ ପାଇଁ ଏତେ ବିକଳ ଯେ ହ୍ୟାଣ୍ଡସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ, ହେଲେ ଗିରଫ

କରୋନା ଭାଇରସ ଯୋଗୁଁ ହ୍ୟାଣ୍ଡସାନିଟାଇଜରର ବ୍ୟବହାର ବହୁତ ବଢିଯାଇଛି। କିନ୍ତୁ କେବେ ଶୁଣିଛନ୍ତି କି, ହ୍ୟାଣ୍ଡସାନିଟାଇଜରରୁ ମଦ ପ୍ରସ୍ତୁତ ହୋଇପାରିବ ? ମଧ୍ୟପ୍ରଦେଶ ରାଇସେନ ଜିଲ୍ଲାର ଜଣେ ଯୁବକ ହ୍ୟାଣ୍ଡ ସାନିଟାଇଜରରୁ ମଦ ପ୍ରସ୍ତୁତ କରି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଯୁବକ ଜଣକ ନାମ…