Browsing Tag

malbahi train derails

ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨ଟି ଟ୍ରେନ୍‌ ବାତିଲ୍

ଅନୁଗୁଳ(କେନ୍ଯୁଜ୍): ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ। ବଗି ଉପରେ ଚଢିଗଲା ବଗି। ଅଳ୍ପକେ ବର୍ତ୍ତିଲେ ଲୋକ ପାଇଲଟ। ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ବଅଁରପାଳ ବ୍ଲକ୍‌ ଭୋଗବେରେଣୀରେ ପୋଲ ଧସିବାରୁ ଏହି ଅଘଟଣ ଘଟିଛି। ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁ ୧୨…

କୋରାପୁଟ ଜର୍ଟି ଷ୍ଟେସନରେ ଅଘଟଣ: ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୩ଟି ବଗି

କୋରାପୁଟ: ଟ୍ରାକରୁ ଖସିଲା ଟ୍ରେନ୍‌। ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରାକରୁ ୧୩ଟି ବଗି ଖସିଯାଇଥିବା ସୂଚନା ମିଳିଛି। କୋରାପୁଟ ଜର୍ଟି ଷ୍ଟେସନରେ ଭୋର ୪ଟା ୩୦ରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା…