Browsing Tag

male to female

ମାତ୍ର ୧୫ ଦିନ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିପାରେ ଏହି ମାଛ

ପୃଥିବୀପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି ଯାହାର ଗଠନ ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। କିଏ ଦେଖିବାକୁ ଆକାରରେ ବଡ଼ ହୋଇଥାଏ ତ ଆଉ କିଏ ଅପେକ୍ଷାକୃତ ଛୋଟ। ସେହିପରି ଆଉ କିଛି ଜୀବ ଅଧିକ ହିଂସ୍ର ହୋଇଥିବା ବେଳେ ଆଉ କିଛି ଖୁବ୍‌ ନିରୀହ ହୋଇଥାନ୍ତି। ତେବେ ପୃଥିବୀରେ ଏକ ଏମିତି ଜୀବ ବି ରହିଛି…