Browsing Tag

malkangiri bear fear

ମାଲକାନଗିରି ସହର ଭିତରେ ଭାଲୁ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ମାଲକାନଗିରି : ମାଲକାନଗିରି ସହର ଭିତରେ ପଶିଲା ଭାଲୁ । ସହରର ଜିଏନେମ କଲେଜ ନିକଟକୁ ଭାଲୁ ପଶି ଆସୁଥିବାରୁ ଲୋକ ଭୟଭୀତ ହୋଇପଡିଛନ୍ତି । ସିସିଟିଭି ଫୁଟେଜରେ ଭାଲୁ ସହର ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳିଥିଲା । ଭାଲୁ ସହର ଭିତରେ ପଶିଥିଲେ ମଧ୍ୟ କାହାକୁ କ୍ଷତି ପହଞ୍ଚାଇନଥିବା…