Browsing Tag

malkangiri cave

ଏମିତି ଗୁମ୍ଫା କେବେ ଦେଖିଛନ୍ତି କି? ଯାହାର ଛାତରେ ଛୁଲୁଥିବା ପଥରଗୁଡିକ ଚାନ୍ଦିର ଝୁମର ସଦୃଶ

ମାଲକାନଗିରି: ଝୁମର ଗୁମ୍ଫା । ପାହାଡର ଗର୍ଭରେ ହୋଇଛି ଏହି ନୂତନ ଗୁମ୍ଫାର ଆବିଷ୍କାର । କାଙ୍ଗେର ଉପତ୍ୟକା ଜାତୀୟ ଉଦ୍ୟାନ ଏବଂ ଦରଭା ବନ ପରିସର ସୀମାରେ ଥିବା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଝୁମର ଗୁମ୍ଫା । ଏହି ଗୁମ୍ଫାର ଲମ୍ବ ପ୍ରାୟ ୧୮୦ ମିଟର । ଲକ୍ଷ ଲକ୍ଷ ବର୍ଷ ଧରି ଗଠିତ…