Browsing Tag

mao poster

ରାଜପଥରେ ପୋଷ୍ଟର ମାରି ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଉମରକୋଟ(କେନ୍ୟୁଜ୍):ପୁଣି ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁରର ଜାତୀୟ ରାଜପଥରେ ପୋଷ୍ଟର ମାରି ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡର ପଡୋଶୀ ଛତିଶଗଡରୁ ରାୟପୁରକୁ ସଂଯୋଗ କରୁଥିବା ଜିଲ୍ଲାର ରାଇଘର ବ୍ଲକର ଯୋଡିଗାଁ ରାଜପଥରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।…

ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ, ଗଞ୍ଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଦୋକାନ କାନ୍ଥରେ ଲଗାଇଲା ପୋଷ୍ଟର

କଣ୍ଟାମାଳ (କେନ୍ୟୁଜ): ରାସ୍ତା କଡ ଦୋକାନ କାନ୍ଥରେ ଲାଗିଛି ମାଓ ପୋଷ୍ଟର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡା ରାସ୍ତାର ପାଣ୍ଡିରିପଡା ଛକରେ ଲାଗିଛି ଏହି ପୋଷ୍ଟର । ଗଂଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟରଟି କେକେବିଏନ ଡିଭିଜନାଲ କମିଟୀ ଭକପା( ମାଓବାଦୀ) ନାଁରେ…

ନବରଙ୍ଗପୁର ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ

ନବରଙ୍ଗପୁର(କେନ୍ୟୁଜ୍): ମାଓ ପୋଷ୍ଟର ଜବତ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ରାଇଘର ବ୍ଳକର ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିବ ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ।…

ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ, ମାଓ ପୋଷ୍ଟର ବ୍ୟାନର ଲଗାଇ ଜାହିର କଲେ ସ୍ଥିତି

ବାଲିଗୁଡ଼ା(କେନ୍ୟୁଜ୍‌): ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ। ମାଓ ପୋଷ୍ଟର ବ୍ୟାନର ଲଗାଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ବାଲିଗୁଡ଼ା ଥାନା ସୀମାନ୍ତ ଲଣ୍ଡାଗାଁ ବ୍ରିଜ ନିକଟରେ ମାଓବାଦୀଙ୍କ ଲାଲ୍‌ ବ୍ୟାନର ଦେଖିବାକୁ ମିଳିଛି। ଏଥିସହ ଖମନଖୋଲ ଗାଁରେ ମଧ୍ୟ ଏକାଧିକ ପୋଷ୍ଟର…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ହତ୍ୟା, ଘଟଣାସ୍ଥଳରେ ଛାଡିଗଲେ ପୋଷ୍ଟର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କୁ ଅପହରଣ ପରେ ହତ୍ୟା। ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜଣେ CAF ଯବାନଙ୍କୁ ଅପହରଣ ପରେ ହତ୍ୟା। ମୃତ ଯବାନ ଅର୍ଜୁନ କୁଣ୍ଡିଆମୀ। କିଛି ଦିନ ପୂର୍ବରୁ ଯବାନ ଜଣକ ଘରକୁ ଆସିିଥିବାବେଳେ…

ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର

କଣ୍ଟାବାଞ୍ଜି(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର । କଣ୍ଟାବାଞ୍ଜି ତୁରେକେଲା ଥାନା ସମରସିଂ ଗାଁରେ ନିର୍ବାଚନ ବର୍ଜନ କରିବାକୁ ମାଓ ପୋଷ୍ଟରରେ ଓଡ଼ିଆ ଭାଷାରେ ଉଲ୍ଲେଖ କରାଯାଇଛି । ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ପକ୍ଷରୁ ଲାଗିଛି ମାଓ ପୋଷ୍ଟର।…

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର, ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରାଯାଉଥିବା ଅଭିଯୋଗ

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର। ମାଓ ସଙ୍ଗଠନ ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରୁଥିବା ଅଭିଯୋଗ ଆଣିଛି ଆଦିବାସୀ ଅଧିକାର ମଞ୍ଚ । ଜିଲ୍ଲାର ସ୍ୱାଭିମାନ ଅଂଚଳ ସହ ଛତିଶଗଡ ସୀମାକୁ ଲାଗି ରହିଥିବା ମହୁପଦର,କମାରପାଲୀ,ବୁରୁଦି,ସପ୍ତଧାରା ଆଦି ସ୍ଥାନରେ…

କଳାହାଣ୍ଡି ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣାରେ ମାଓ ପୋଷ୍ଟର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣାରେ ମାଓ ପୋଷ୍ଟର। ନୂତନ ପ୍ରସ୍ତାବିତ ସିଆରପିଏଫ୍‌ କ୍ୟାମ୍ପକୁ ବିରୋଧ, ଯୁବକ ମାନଙ୍କୁ ପୋଲିସ ଇନଫର୍ମର କରିବା ଓ କଳାହାଣ୍ଡିର ଖଣିଜ ସମ୍ପଦକୁ କମ୍ପାନୀ ହାତରେ ଟେକି ଦେବା ପ୍ରତିବାଦ କରି ଏହି ପୋଷ୍ଟର ଲଗାଯାଇଛି।…

ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର, ଦର୍ଶାଇଲେ ସରପଞ୍ଚଙ୍କ ପୁଅକୁ ହତ୍ୟା କରିବାର କାରଣ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଝିରୀପାଣି ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର ମରାଯାଇଛି। ଭଙ୍ଗାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀଶଙ୍କର ପାତ୍ର ଓ ଗୁଚ୍ଛାଗୁଡ଼ା ଗାଁର ହେମନ୍ତ ପାତ୍ରଙ୍କୁ କାହିଁକି ମୃତ୍ୟୁ ଦଣ୍ଡ ଦିଆଗଲା ସେ ନେଇ…

ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ପାଦଦେଶରେ ଥିବା ଫୁଲଡୁମେର ଗାଁ ଠାରେ ଏକ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ମାଓ ସଂଗଠନ ସକ୍ରିୟ ହୋଇ ବଂଶୀଧାର-ଘୁମୁସର-ନାଗାବଳୀ…

ରାୟଗଡ଼ା: ଚାଟିକୋଣା ଓ ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ମାଓ ବିରୋଧୀ ପୋଷ୍ଟର, ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ଓ ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଡଙ୍ଗରିଆ ବିକାଶ ମଞ୍ଚ ନାଁରେ ଜାରି ହୋଇଥିବା ଉଲ୍ଲେଖ କରାଯାଇଛି। ନିୟମଗିରି ସୁରକ୍ଷା ସମିତି ନାଁରେ ନିରୀହ ଡଙ୍ଗରିଆଙ୍କୁ ଠକିବା, ନିୟମଗିରି…

ଆନ୍ଧ୍ର ଓଡ଼ିଶା ବର୍ଡର ଜୋନା କମିଟି ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର, ମାଓ ବିରୋଧୀ ଲୋକଙ୍କୁ ଦିଆଯାଇଛି…

ମାଲକାନଗିରି(କେନ୍ୟୁଜ୍): ଆନ୍ଧ୍ର ଓଡ଼ିଶା ବର୍ଡର ଜୋନା କମିଟି ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ମାଓ ପୋଷ୍ଟର । ଚିତ୍ରକୋଣ୍ଡାରୁ ଆସୁଥିବା ଏକ ଯାତ୍ରୀବାହୀ ଲଞ୍ଚରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ମାଓ ବିରୋଧୀ ଲୋକଙ୍କୁ ଚେତାବନୀ ଦିଆଯାଇଛି । ଗତ ମାସ ୨୫ ତାରିଖରେ ଜନ୍ତୁରାଇ ଗାଁ…