Browsing Tag

milk

କ୍ଷୀର କେମିତି ପିଇବେ କଞ୍ଚା ନା ସିଝା, ଜାଣିରଖନ୍ତୁ

ଆମର କ୍ଷୀରକୁ "କମ୍ପ୍ଲିଟ ଫୁଡ" କିମ୍ବା "ସମ୍ପୂର୍ଣ୍ଣ ଖାଦ୍ୟ" ଭାବେ ଧରାଯାଏ । କାରଣ କ୍ଷୀରରେ ପ୍ରାୟ ସବୁ ପ୍ରକାରର ଦରକାରୀ ପୁଷ୍ଟିକର ଉପାଦନମାନ ମିଳିଥାଏ । ବିଶେଷ କରି ଏହି କାରଣରୁ ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ବାସ୍ଥ୍ୟ ପାଇଁ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । ଆମେ…

ନିଶାସକ୍ତ ବାପା ପାଖରେ ରାହା ଧରି କାନ୍ଦୁଥିଲା ଦେଢ଼ ମାସର ଛୁଆ, ସ୍ତନ୍ୟପାନ କରାଇ ଜୀବନ ବଞ୍ଚାଇଲେ ମହିଳା କନେଷ୍ଟବଳ

ଭୋକରେ ଛଟପଟ ହେଉଥିବା ଶିଶୁକୁ ସ୍ତନ୍ୟପାନ କରାଇ ନୂଆ ଜୀବନ ଦେଲେ ମହିଳା କନେଷ୍ଟବଳ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବାରାଁ ଜିଲ୍ଲାରେ। ଶିଶୁଟିର ବାପା ରାଧେଶ୍ୟାମ ସବୁ ବେଳେ ମଦ ନିଶାରେ ମାତାଲ ରହିଥାନ୍ତି। ଗତ ମଙ୍ଗଳବାର ରାତିରେ ସେ ଶ୍ୱଶୁର ଘର କାମଖେଡ଼ା ଗାଁକୁ ଯାଇଥିଲେ।…

ନିୟମିତ ନାହିରେ ଲଗାନ୍ତୁ ବୁନ୍ଦେ କ୍ଷୀର, ଦୂର ହେବ ଅନେକ ଭୟଙ୍କର ରୋଗ

ନାଭି ବା ନାହି ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନାଭି ଜରିଆରେ ହିଁ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସୁସ୍ଥ ରଖାଯାଇପାରିବ। ଏଣୁ ଯଦି ନାଭିରେ କୌଣସି ଔଷଧ କିମ୍ବା ତେଲ ଲଗାଯାଏ ତେବେ ତାହା ଶରୀର ଭିତର ଓ ବାହାର ଉଭୟ ଅଂଶରେ ପ୍ରଭାବ ପକାଇଥାଏ। ନାଭିରେ ବିଭିନ୍ନ ପ୍ରକାରର ତେଲ ଲଗାଇବାର…

କ୍ଷୀର ଗରମ କରିବା ପରେ ହୋଇଗଲା ରବର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେହିଭଳି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖା ଯାଉଛି ଯେ ଫୁଟୁଥିବା କ୍ଷୀର ଚୁଇଙ୍ଗ ଭଳି ଦେଖାଯାଉଛି | ଯେତେବେଳେ ମହିଳା ଜଣକ ଗ୍ୟାସରେ ରଖାଯାଇଥିବା ପାତ୍ରକୁ ବାହାର…

ବଢ଼ିଲା ଅମୁଲ କ୍ଷୀର ଦର, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

ବଢ଼ିଲା ଅମୁଲ କ୍ଷୀର ଦର। ଆଜି ଅର୍ଥାତ୍‌ ମଙ୍ଗଳବାର ଠାରୁ ଏହି ନୂଆ ଦର ଲାଗୁ କରିଛି କମ୍ପାନୀ। ଅମୁଲ କ୍ଷୀର ଏବେ ଲିଟର ପିଛା ୨ ଟଙ୍କା ବଢ଼ିଛି। ଦାମ୍‌ ବଢ଼ିବା ପରେ ଅମୁଲର ୫୦୦ ମିଲି ଲିଟର ଗୋଲ୍ଡ କ୍ଷୀରର ଦାମ୍‌ ୩୦ ଟଙ୍କା ହୋଇଯିବ। ସେହିପରି ଅଧ ଲିଟର ଅମୁଲ ତାଜା ୨୪ ଟଙ୍କା ଓ ଅମୁଲ ଶକ୍ତି…

ନିମ୍ବ ଗଛରୁ ବାହାରୁଛି କ୍ଷୀର, ଦେଖିବାକୁ ଜମିଛି ଲୋକଙ୍କ ଭିଡ଼

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗ୍ରାମରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରୁ ଏହି କ୍ଷୀର ବାହାରୁଛି। ଗତକାଲି ସନ୍ଧ୍ଯା ସମୟରେ ଗ୍ରାମର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର ବାହାରୁଥିବା…

କରୋନା କାଳରେ ପିଅନ୍ତୁ ଅଦା ମିଶା କ୍ଷୀର, ଇମ୍ୟୁନିଟି ବଢ଼ିବା ସହ ଦୂର ହେବ ଗମ୍ଭୀର ରୋଗ

ଶୀତଦିନେ ଇମ୍ୟୁନିଟି ସିଷ୍ଟମ୍‌ ଖୁବ୍‌ ଦୁର୍ବଳ ହୋଇଯାଏ। ଏଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍‌। ଏହି ସମୟରେ ଏମିତି କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ ଯାହା ଦ୍ୱାରା ଥଣ୍ଡା, କାଶ କିମ୍ବା ଅନ୍ୟ କୌଣସି ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିବ। କରୋନାର ବଢ଼ୁଥିବା…

ଜାପାନବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ! ଦିନକୁ ଗୋଟିଏ ଗ୍ଲାସ କ୍ଷୀର ଅତିରିକ୍ତ ପିଅ, ପ୍ରେସ୍‌ କନଫରେନ୍ସ କରି ମଧ୍ୟ…

ନିଜ ଟେକ୍ନୋଲୋଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜାପାନ ଏବେ ଏକ ଅଲଗା ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଜାପାନର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ଦେଶବାସୀଙ୍କୁ କ୍ଷୀର ପିଇବାକୁ ଅପିଲ କରୁଛନ୍ତି। ଲୋକଙ୍କୁ କୁହାଯାଉଛି ଯେ ସେମାନେ ଏକ ଗ୍ଲାସ୍…

ହାତରୁ ବାରମ୍ବାର ପଡୁଛି କି ଏହିସବୁ ଜିନିଷ, ଜାଣନ୍ତୁ କେଉଁ ବିଷୟରେ ଦେଇଥାଏ ସଙ୍କେତ

ବାସ୍ତୁ ଅନୁସାରେ ସବୁକିଛି ଠିକ୍‌ ଥିଲେ ଘରକୁ କେବେ ବି କୌଣସି ଅସୁବିଧା ଆସେ ନାହିଁ। ଆଉ ଯଦି ସବୁକିଛି ଠିକ୍‌ ଚାଲିନଥାଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ବାସ୍ତୁ ହିସାବରେ କିଛି ଜିନିଷ ହାତରୁ ବାରମ୍ବାର ପଡିବା ଶୁଭ ହୋଇନଥାଏ। ଏହା ଆଗାମୀ ଅସୁବିଧାର ସଂକେତ…

ଆନ୍ଧ୍ରର ମାଗଣା କ୍ଷୀର ଓଡ଼ିଶାରେ ବିକ୍ରି, ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା

କୋରାପୁଟ (କେନ୍ଯୁଜ୍): ଆନ୍ଧ୍ର ସରକାର ପକ୍ଷରୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସକାଶେ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ମାଗଣାରେ କ୍ଷୀର ଯୋଗାଉଛି । ହେଲେ ଅଙ୍ଗନୱ୍ଵାଡି କେନ୍ଦ୍ରଗୁଡ଼ିକୁ ଯୋଗାଣ ହେଉଥିବା କ୍ଷୀର ଗୁଡିକ ଓଡ଼ିଶା ବଜାରରେ ବିକ୍ରି କରାଯାଉଛି । ଆନ୍ଧ୍ର- ଓଡ଼ିଶା ସୀମାନ୍ତ…

ଏକାଧିକ ଥର କ୍ଷୀର ଫୁଟାଉଛନ୍ତି କି! ଜାଣନ୍ତୁ ଏହାର କ୍ଷତି ସମ୍ପର୍କରେ

ଘରକୁ କ୍ଷୀର କିଣି ଆଣିବା ପରେ ଆମେ ତାହାକୁ ଫୁଟାଇଥାଉ। କ୍ଷୀର ଭଲ ଭାବେ ଫୁଟିବା ପରେ ହିଁ ତାହାକୁ ବ୍ୟବହାର କରାଯାଏ। କ୍ଷୀରରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ ଭିଟାମିନ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌ ଆଦି ରହିଛି, ଯାହା ହାଡ଼କୁ ମଜଭୁତ କରେ। ତେବେ କ୍ଷୀରକୁ ଫୁଟାଇଲେ…

ବାର ଦିନର ବାଛୁରୀ ଦେଉଛି କ୍ଷୀର! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ପୁରୀ (କେନ୍ଯୁଜ): ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି ହେଉଛି, ସମାଜ ମଧ୍ୟ ବିଜ୍ଞାନ ସହିତ ତାଳ ଦେଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛି ,ଯାହାକୁ ଆପଣବି ବିଶ୍ୱାସ କରିପାରିବେ ନାହିଁ । ଘଟଣାଟି ହେଉଛି ୧୨ ଦିନ ବାଛୁରୀ ଛୁଆ ଦେଉଛି କ୍ଷୀର। କଥାଟା ଶୁଣିବା ପାଇଁ…