Browsing Tag

mohammad mokim

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ । ପିସିସି ସଭାପତିଙ୍କୁ ନିଜ ଜବାବ ପଠାଇଛନ୍ତି ମହମ୍ମଦ ମୋକିମ । ତେବେ ଜବାବରେ କ’ଣ ଲେଖିଛନ୍ତି ତାହା ଜଣାପଡ଼ିନାହିଁ । ଦଳ ପକ୍ଷରୁ ପରବର୍ତ୍ତୀ କୌଣସି ସୂଚନା ଆସିନାହିଁ। ଖୁବଶୀଘ୍ର ତାଙ୍କ ଜବାବ…

ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ, କଟକର ସମସ୍ୟା ଲିଖିତ ଜଣାଇବାକୁ ଦେଲେ ପରାମର୍ଶ

କଟକ(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଯାଇଛନ୍ତି। ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ପରିବାର ଵର୍ଗଙ୍କୁ ରାଜ୍ୟପାଳ ଭେଟିବା ସହ ଦୀର୍ଘ ସମୟ ଧରି କଟକ ସହରର ଭଲମନ୍ଦ ବିଷୟରେ…

ପୁଣି କଂଗ୍ରେସ କେଁ, ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ୟୁଜ୍(ବ୍ୟୁରୋ):  ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ…

ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌: ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌: ପିସିସି ସଭାପତି

ଭୁବନେଶ୍ୱର(କେନ୍ୟୁଜ୍): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ମୋକିମଙ୍କ କାର୍ଯ୍ୟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ଆମ ଭିତରେ କିଛି ମତଭେଦ ନଥିଲା ।…