Browsing Tag

murder

ସାମାନ୍ୟ ଝଗଡ଼ାରୁ ଅଭାବନୀୟ କାଣ୍ଡ: ପୁଅର ପନିକି ଚୋଟରେ ମା’ର ମୃତ୍ୟୁ

ମାହାଙ୍ଗ(କେନ୍ୟୁଜ୍): ପୁଅର ପନିକି ଚୋଟରେ ମା'ର ମୃତ୍ୟୁ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ଗାଁରେ। ମୃତା ମା' ହେଲେ ପ୍ରମିଳା ସ୍ୱାଇଁ। ଆଜି ସକାଳେ ଘରର ନିତ୍ୟକର୍ମ କରୁଥିବା ସମୟରେ ପୁଅ ଜିତେନ୍ଦ୍ର ସ୍ୱାଇଁ ମା' ଉପରକୁ ହଠାତ ପନିକି ଓ ଶାବଳରେ ଆକ୍ରମଣ କରିବାରୁ…

ମହିଳାଙ୍କୁ ହତ୍ୟା ! ଶାଢୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ

କରଞ୍ଜିଆ(କେନ୍ୟୁଜ୍): ଅଜଣା ମହିଳାଙ୍କୁ ହତ୍ୟା ପରେ ଶାଢୀରେ ପଥର ବାନ୍ଧି ଏକ ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ମୃତଦେହକୁ ଭାସୁଥିବା ଦେଖିବାକୁ ମିଳିଛି। ଏନେଇ ଜାଣିବାପରେ  ଗାଁ ଲୋକେ ସଙ୍ଗେ…

ଗୁପ୍ତଧନ ଆଶାରେ ଫସିଗଲା ପୂରା ପରିବାର! ଚା’ରେ ବିଷ ମିଶାଇ ପିଆଇ ଦେଲା ତାନ୍ତ୍ରିକ, ମରିଗଲେ ଘରର ୯ ସଦସ୍ୟ

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମସ୍ତ ସଦସ୍ୟଙ୍କୁ ଜଣେ ତାନ୍ତ୍ରିକ ଓ ତାଙ୍କ ଡ୍ରାଇଭର ମିଶି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରକୃତ ସତ ପଦାକୁ ଆସିଛି। ତେବେ ପ୍ରଥମେ ଏହି ଘଟଣାକୁ…

ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ଯା କଲେ ମହିଳା

ଆନନ୍ଦପୁର(କେନ୍ୟୁଜ): ମଦନିଶା ନେଲା ଜୀବନ। ଜଣେ ବୃଦ୍ଧା ଓ ଜଣେ ମହିଳା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିବାବେଳେ ମହିଳା ଜଣକ ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ମାରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୋଡାସିଙ୍ଗିଡି ଗ୍ରାମରେ।…

ପାରିବାରିକ ଗଣ୍ଡଗୋଳରୁ ବୀଭତ୍ସ କାଣ୍ଡ : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ମାର୍ଶାଘାଇ(କେନ୍ୟୁଜ):ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ମାନୁନ ଅଲ୍ଲୀ। ପାଟକୁରା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି…

ଘରୋଇ କଳିରୁ ଅଘଟଣ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ବଣାଇ(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ଖୁଣ୍ଟଗାଁ ଗ୍ରାମରେ ଘରୋଇ କଳିକୁ ନେଇ ଅଘଟଣ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି। ଖୁଣ୍ଟଗାଁ ଗ୍ରାମର ବିଶେଶ୍ୱର କୁମୁରା ଏବଂ ବାଣେଶ୍ୱର କୁମୁରା ଦୁଇ ଭାଇ ଏକଠି ରହୁଥିବାବେଳେ ବିଳମ୍ବିତ ରାତିରେ ଦୁଇ ଭାଇଙ୍କ…

ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ

ଭଞ୍ଜନଗର(କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ। ମୃତ ଶ୍ବଶୁର ହେଲେ ୫୫ ବର୍ଷୀୟ ସିମାଞ୍ଚଳ ନାୟକ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛ। ତେବେ ଘରୋଇ କଳହରୁ, ଏଭଳି ହତ୍ୟାକାଣ୍ଡ…

ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ମିଳିଲା ଧାର୍ମିକ ପୁସ୍ତକ; ପିଟି ପିଟି ମାରିଦେଲେ ଗ୍ରାହକ! ଜାଣନ୍ତୁ ପୂରା ମାମଲା

ନାଇଜେରିଆର ଲାଗୋସ୍‌ ସହରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ଧାର୍ମିକ ପୁସ୍ତକ ମିଳିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଗ୍ରାହକ ନିଜ ସାଥୀଙ୍କ ସହ ମିଶି ଏହି ସେକ୍ସ ଓ୍ଵାର୍କରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଏବଂ…

ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ: କକାପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ): ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ। ସମ୍ପର୍କକୁ ଭୁଲିଯାଇ ଟାଙ୍ଗିଆ ଫସାରେ ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କୃଷପୁର ଗାଁରେ। ଘଟଣାଟି ଅପରାହ୍ନ ୫ଟା ବେଳକୁ ଘଟିଥିବା ବେଳେ ଅଭିଯୁକ୍ତ କୁନା ନାୟକ ଘଟଣା…

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା: ବେକ ଓ ମୁଣ୍ଡକୁ ହାଣିବା ସହ ହାତ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

ସୋର(କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁତ୍ର ପ୍ରଦୀପ ନାୟକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପଳାଇ ଯାଇଥିବା…

ମାନସିକ ବିକୃତ ଝିଅକୁ ହତ୍ୟା କଲା ନିର୍ଦ୍ଦୟୀ ମା’, ପୋଷ୍ଟମର୍ଟମ ରିପୋର୍ଟରୁ ବାହାରିଲା ଏହି ଭୟାନକ ସତ

ମୁମ୍ବାଇ: ଝିଅକୁ ମାରିଲା ନିର୍ଦ୍ଦୟୀ ମା’। ମୁମ୍ବାଇ ଅନ୍ଧେରୀରେ ୧୯ ବର୍ଷୀୟା ମାନସିକ ବିକୃତ ଝିଅକୁ ହତ୍ୟା କଲା ମା’। ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେଇଥିଲା। ମାତ୍ର ପୋଷ୍ଟମର୍ଟମ ରିପୋର୍ଟର ବାହାରିଲା ସତ। ଝିଅ ମାନସିକ ବିକୃତ ଥିବାରୁ ତା’ର ଯତ୍ନ ନେଇ ବିରକ୍ତ ହୋଇଯାଇଥିଲେ…

ନୀଳାଦ୍ରିବିହାର ଅଞ୍ଚଳରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ଘଟଣା: ନିଶା କାରବାରକୁ ବିରୋଧ କରିବାରୁ ହୋଇଛି ହତ୍ୟା!

ଭୁବନେଶ୍ବର(କେନ୍ୟୁଜ): ନିଶା ନେଉଛି ଜୀବନ। ରାଜଧାନୀରେ ବିଭିନ୍ନ ଅପରାଧ ପଛରେ ରହିଛି ନିଶା କାରବାର। ଗତକାଲି ନୀଳାଦ୍ରିବିହାର ଅଞ୍ଚଳରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ୪ ଦିନ ପରେ ନୀଳାଦ୍ରିବିହାରର ଏକ ଡ୍ରେନରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ଗତ ୧୩ ତାରିଖରୁ…