Browsing Tag

narendra modi

ଅପେକ୍ଷାର ଅନ୍ତ : ଅକ୍ଟୋବର ୧ ରୁ ଦେଶରେ 5G ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ, ନିବେଶ ହେବ ୩ ଲକ୍ଷ କୋଟି

ନୂଆଦିଲ୍ଲୀ : 5G ସେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦେଶବାସୀ। ଅକ୍ଟୋବର ୧ରୁ ଦେଶରେ 5G ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨ବର୍ଷରେ ସାରାଦେଶରେ 5G ସେବାକୁ ସଂପୂର୍ଣ୍ଣ ଭାବେ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଟେଲିକମ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ; ତୁରନ୍ତ ପାଆନ୍ତୁ ଚିତା ଦେଖିବାର ଅବସର…! ମନ୍‌ କୀ…

ସୁଦୂର ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ଚିତାମାନଙ୍କୁ ଦେଖିବା ପାଇଁ ଭାରତର ଲୋକମାନେ ବେଶ୍‌ ଆଗ୍ରହୀ ଅଛନ୍ତି। ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନେକ ଲୋକ ପ୍ରଶ୍ନ କରିଛନ୍ତି…

ଭାରତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଆଶା ଉଜ୍ଜ୍ୱଳ, ସମର୍ଥନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବୃଦ୍ଧି ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେଶ୍‌ ଜୋର ଦେଇଛନ୍ତି। ଏହି ଦୌଡ଼ରେ ଭାରତ ସବୁଠୁ ଆଗରେ ଥିବାରୁ ଆଗାମୀ ଦିନରେ ଭାରତ ଜାତିସଂଘର ସ୍ଥାୟୀ ହେବା ନେଇ ରହିଥିବା ଆଶା ଖୁବ୍‌ ଶୀଘ୍ର ପୂରଣ ହେବାର ସମ୍ଭାବନା ଦେଖାଯାଇଛି।…

କୁନୋ ଉଦ୍ୟାନରେ ଏହି ସବୁ ନାମରେ ଡକା ହେବେ ୮ ଆଫ୍ରିକୀୟ ଚିତା; ପ୍ରଧାନମନ୍ତ୍ରୀ ମୋଦି ଦେଲେ ଗୋଟିଏ ନାଁ

ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ୮ ଚିତାଙ୍କ ନାମ ସାମ୍ନାକୁ ଆସିଛି। ଏହି ଚିତାମାନଙ୍କ ନାମ ହେଲା, ଓବାନ, ଫ୍ରେଡି, ସାଭନାହ, ଆଶା, ସିବଲି, ସୈସା ଓ ସାଶା। ତେବେ ଏମାନଙ୍କ ମଧ୍ୟରେ ଥିବା ଏକ ମାଈ ଚିତାର ନାମ ‘ଆଶା’ ରଖିଛନ୍ତି ପ୍ରଧାନମନ୍ତ୍ରୀ…

ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟର ନାଁ ବଦଳି ହେଲା ‘କର୍ତ୍ତବ୍ୟ ପଥ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(କେନ୍ୟୁଜ୍):ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ୍‌ ଏବଂ ଓଜନ ୬୫ ମେଟ୍ରିକ ଟନ୍‌। ପୂର୍ବରୁ ଜାନୁଆରୀ…

ରାଜପଥର ନାଁ ବଦଳି ହେବ କର୍ତ୍ତବ୍ଯ ପଥ, ବ୍ରିଟିଶ ଶାସନ ଚିହ୍ନ ହଟାଇବାକୁ ମୋଦି ସରକାରଙ୍କ ଆଉ ଏକ ଉଦ୍ୟମ

ନୂଆଦିଲ୍ଲୀ : ନୂଆଦିଲ୍ଲୀର କେନ୍ଦ୍ର ସ୍ଥଳରେ ଥିବା ରାଜପଥ ଏବଂ ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଥିବା ସେଣ୍ଟ୍ରାଲ୍ ଭିଷ୍ଟା ଲନ୍ ନୂଆ ନାଁରେ ନାମିତ ହେବାକୁ ଯାଉଛି। ବ୍ରିଟିଶ ଶାସନ ସମୟର ନାଁ ଓ ଚିହ୍ନ ହଟାଇବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥର ନାଁକୁ…

ଗୁରୁ ଦିବସରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପିଏମ ଶ୍ରୀ ଯୋଜନାର କଲେ…

କେନ୍ୟୁଜ୍(ବ୍ୟୁରୋ):   ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ପରେ ଟ୍ୱିଟ୍ କରି ଆନୁଷ୍ଠାନିକ ଭାବରେ ପିଏମ ଶ୍ରୀ ଯୋଜନାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ…

ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ, କୋଚି ସିପ୍‌ୟାର୍ଡରୁ କମିସନ କଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ସମୁଦ୍ରରେ ବାହୁବଳି INS ବିକ୍ରାନ୍ତ । ଭାରତୀୟ ନୌସେନାକୁ ମିଳିଲା ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ । ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ସିପ୍‌ୟାର୍ଡରୁ ଏହାକୁ କମିସନ କରିଛନ୍ତି । ଭାରତ…

ଆଜି ଅଗଷ୍ଟ ୧୫ରେ ଖାସ୍‌ ପଗଡ଼ି ପିନ୍ଧି ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ପିଏମ୍‌ଙ୍କ ସବୁ…

ଆଜି ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁ ଘରେ ଫର ଫର ହୋଇ ସମ୍ମାନର ସହ ଉଡ଼ୁଛି ଜାତୀୟ ପତାକା। ଏ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାର ଐତିହାସିକ ପ୍ରାଚୀରରୁ ଦେଶର ଜନତାଙ୍କୁ ସମ୍ବୋଧିତ କରିଛନ୍ତି। Addressing…

ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁନି ପିଲାଙ୍କୁ ଦେଲେ ସ୍ୱତନ୍ତ୍ର ଉପହାର…ଦେଖନ୍ତୁ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ରକ୍ଷା ବନ୍ଧନ ଅବସରରେ ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିଛନ୍ତି। ରାକ୍ଷୀ ବାନ୍ଧିବା ପରେ ପିଏମ୍‌ ମୋଦି ପ୍ରତ୍ୟେକ ପିଲାଙ୍କୁ ତ୍ରିରଙ୍ଗା ଦେଇଥିଲେ। ପିଲାମାନଙ୍କୁ ତ୍ରିରଙ୍ଗା ଦେଇ ପ୍ରଧାନମନ୍ତ୍ରୀ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବହୁ ଚର୍ଚ୍ଚିତ ପାର୍ଥ ଚାଟାର୍ଜୀଙ୍କୁ ଇଡିର ଗିରଫ ପରେ ଭେଟିବେ ମମତା। ଗୋଟିଏ ପଟେ କେନ୍ଦ୍ରୀୟ…

ମୋଦିଙ୍କ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନର ଜବାବରେ କଂଗ୍ରେସ ଲଗାଇଲା ନେହରୁଙ୍କ ଫଟୋ, RSS କୁ କଲା କଡ଼ା ସମାଲୋଚନା

ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆର ପ୍ରୋଫାଇଲ ପିକ୍‌ଚରରେ ତ୍ରିରଙ୍ଗା ଲଗାଇବା ପରେ କଂଗ୍ରେସ ଏହି ଅଭିଯାନର ଜବାବରେ ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ପାର୍ଟି ଅଗଷ୍ଟ୧୫ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଥିବା ଜବାହରଲାଲ…