Browsing Tag

national news

ଆମେରିକା ଏବଂ ଭାରତ ମିଳିତ ଭାବେ କରିବେ ଡ୍ରୋନ୍ ନିର୍ମାଣ, ବିସ୍ତାରବାଦୀ ଚୀନ ଉପରେ ରଖିବ ନଜର

ଯେତେବେଳେ ୨୦୧୬ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।ତେଣୁ ବର୍ତ୍ତମାନ ଭାରତ-ଆମେରିକା ଏକତ୍ର ହୋଇ ଡ୍ରୋନ୍ ତିଆରି କରିବେ। ଯାହାକି ବିସ୍ତାରବାଦୀ ଚୀନ୍‌ର ମୁକାବିଲା ପାଇଁ…

କଠିନ ପରିଶ୍ରମ ପରେ ଦିନ ଯାକର ରୋଜଗାର ଗଣୁଥିଲେ ବୃଦ୍ଧ; ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ…ଥରେ ପକାନ୍ତୁ ନଜର

ଆପଣଙ୍କ ଗୋଟିଏ ଦିନର ରୋଜଗାର କେତେ ହୋଇଥିବ? ଯଦି ଆପଣ ଚାକିରିଆ, ତା’ ହେଲେ ପ୍ରତ୍ୟେକ ମାସ ଆରମ୍ଭରେ ନଚେତ୍‌ ଶେଷରେ ଏକ ନିର୍ଦ୍ଦିଷ୍ଟ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଯାଉଥିବ। କିନ୍ତୁ ଏହି ଦେଶରେ ସମସ୍ତଙ୍କ ପାଖରେ ଚାକିରି ନାହିଁ। ତେଣୁ ବହୁତ ଲୋକ ଦିନ ମଜୁରିଆ ଭାବେ କାମ…

କୁକୁର ବେକରେ ରଶି ବାନ୍ଧି କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଲେ ଡାକ୍ତର! ଦେଖନ୍ତୁ କେତେ ହୃଦୟବିଦାରକ ଦୃଶ୍ୟ…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ମଣିଷ ମାନବତାର ସବୁ ସୀମା ପାର୍‌ କରି ଦେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଜଣେ କାର୍‌ ଚାଳକ ଏକ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖାଯାଉଛି। ଭିଡିଓଟି…

ନିର୍ମାଣ ହେଲା ଯୋଗୀ ମନ୍ଦିର: ମନ୍ଦିରରେ ପୂଜା ପାଇବେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିଦିନ ହେଉଛି ଆରତୀ ଓ…

ବୈଦିକ ଯୁଗରେ ଭବ୍ୟ ମନ୍ଦିର ନିର୍ମାଣ, ଜ୍ୟୋତିର୍ଲିଙ୍ଗ ସ୍ଥାପନା ହେବାର ପୁରାଣାରେ ବର୍ଣ୍ଣିତ ଅଛି। ସମୟକ୍ରମେ ଭଗବାନଙ୍କର ସ୍ୱରୂପ ସହିତ ପୂଜାର ପଦ୍ଧତି ମଧ୍ୟ ବଦଳିଛି। ମନ୍ଦିରର ଅର୍ଥ ହେଉଛି ମନଠାରୁ ଦୂର ଅନ୍ୟଏକ ସ୍ଥାନ। ସେ ଭଗବାନଙ୍କ ସ୍ୱରୂପ କିମ୍ବା ଗୁରୁଙ୍କ ସ୍ଥାନ ହୋଇପାରେ।…

ପ୍ରଫେସର କଲେଜ ଝିଅଙ୍କୁ ପଠାଉଥିଲେ ନଗ୍ନ ଫଟୋ, ନୋଟ୍ ବାହାନାରେ ଘରକୁ ଡାକି କରୁଥିଲେ ହଇରାଣ

ବିହାରର ଦରଭଙ୍ଗା ଜିଲ୍ଲାର ଲଲିତ ନାରାୟଣ ମିଥିଲା ​​ବିଶ୍ୱବିଦ୍ୟାଳୟର ହିନ୍ଦୀ ପ୍ରଫେସର ଭାବରେ ଅଖିଳେଶ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ​​ଯେ ସେ ନିଜର ଖରାପ ଫଟୋ କଲେଜ ଝିଅମାନଙ୍କୁ ପଠାଉଥିଲେ। ଅଧ୍ୟୟନର ବାହାନା କରି ସେ ଘରକୁ ଡାକି ଛାତ୍ରୀଙ୍କୁ…

ଗତ ଏକ ସପ୍ତାହ ହେଲା ମହାରାଷ୍ଟ୍ରର ଏକ ଗାଁର ମାଟି ତଳୁ ଶୁଣିବାକୁ ମିଳୁଛି ରହସ୍ୟମୟ ଶବ୍ଦ, ଭୟଭୀତ ଗ୍ରାମବାସୀ

ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି। ଏମିତିକି କିଛି ହୁଏତ ମଣିଷ ଆଖି ସାମ୍ନାକୁ ଆସୁଛି ତ ଆଉ କିଛି ଲୁଚି ରହିଛି। ଯାହା ସମୟ ସହିତ ଘଟୁଛି। ତେବେ ବର୍ତ୍ତାମାନ ଏକ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରର ଲାତୁର ଜିଲ୍ଲାର ହାସୋରୀ ଗ୍ରାମରେ ଗତ ସେପ୍ଟେମ୍ବର ୬ ତାରିଖରୁ ମାଟି ତଳୁ ଶୁଣିବାକୁ ମିଳୁଛି…

ନାମିବ୍ୟାରୁ ଏକ ସ୍ୱତନ୍ତ୍ର ବିମାନରେ ଚିତା ଆସୁଛି ଭାରତ, ବିମାନ କମ୍ପାନୀ ସେୟାର କଲା ଉଡ଼ାଣର ଚିତ୍ର

ଖୁବ୍ ଶୀଘ୍ର ଦେଶବାସୀ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ନ୍ୟାସନାଲ ପାର୍କରେ ଆଫ୍ରିକୀୟ ଚିତା ଦେଖିବାର ସୁଯୋଗ ପାଇବେ। ନାମିବ୍ୟାରେ ଚିତାକୁ ଭାରତ ଆସିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ସମସ୍ତ ଆଠଟି ଆଫ୍ରିକୀୟ ଚିତା ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଭାରତକୁ ଅଣାଯିବ।…

ନାମ୍ୱିଆରୁ ଭାରତକୁ ଆସିବ ୮ ଟି ଚିତା, ତିଆରି ହୋଇଛି ସ୍ୱତନ୍ତ୍ର କଷ୍ଟୋମାଇଜ୍ ଟାଇଗର ମୁହାଁ B747 ଜମ୍ବୁ ଜେଟ୍

ମଣିଷର ପ୍ରକୃତି ଆଉ ପ୍ରକୃତିର ଦାଉରେ ଅନେକ ବଦଳି ଗଲାଣି ବିଶ୍ୱର ପାଣିପାଗ। ତେଣୁ ଦୁନିଆରୁ ଲୁପ୍ତ ହେବାରେ ଲାଗିଛନ୍ତି କେତେ କେତେ ପ୍ରାଣୀ। ତେଣୁ ଏଭଳି ପ୍ରାଣୀଙ୍କୁ ବିରଳ ମାନ୍ୟତା ଦେଇ ସୁରାକ୍ଷା ପାଇଁ ଲାଗିଛନ୍ତି ବିଭିନ୍ନ ଦେଶ। ଆମ ଭାରତରେ ମଧ୍ୟ ବ୍ୟାଘ୍ର ସୁରକ୍ଷାଠୁ ଆରମ୍ଭ କରି…

୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରକୃତରେ ହାଇକୋର୍ଟ…

ସିଟ୍ ବେଲ୍ଟ ବାଧ୍ୟତାମୂଳକ କହିବାରୁ ପୂଜା ଭଟ୍ଟ ସରକାରଙ୍କୁ କଲେ ପ୍ରଶ୍ନ, କହିଲେ ଭାଙ୍ଗିଯାଇଥିବା ରାସ୍ତା ପ୍ରଥମେ…

ଦିନକୁ ଦିନ ସଡ଼କ ସୁରକ୍ଷା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ମଧ୍ୟ ନୂଆ ଓ କଡ଼ା ନିୟମ ଜାରି କରୁଛନ୍ତି। ତେବେ TATA ର ପୂର୍ବତନ CEO ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ପରେ ସରକାର ସିଟ୍ ବେଲ୍ଟକୁ ନେଇ ସୁରକ୍ଷା କଡ଼ା କରିଥିଲେ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ…

ଶହେ ବର୍ଷ ପରେ ଖୋଲିବ ମହାରାଣୀଙ୍କ ଚିଠି ରହସ୍ୟ, ଠିକଣାରେ ଅଛି ସିଡନୀ ମେୟରଙ୍କ ନାଁ

କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ହେଲେ ବ୍ରିଟିଶ ରାଜ ପରିବାରର ଇତିହାସ ଓ ବର୍ତ୍ତମାନକୁ ବୋଧହୁଏ ଅନେକ ତପସ୍ୟା କରିବାକୁ ହେବ। ଏଠି ରହସ୍ୟ ଫିଟିବା ଭାରି କଷ୍ଟକର। ଗତ ସେପଟେମ୍ବର ୮ ତାରିଖରେ ମହାରାଣୀ ଏଲିଜାବେଥ୍‌-୨ଙ୍କର ମୃତ୍ୟୁ ହୋଇଛି। ଏଯାଏ ଶୋକ ପାଳନ କରୁଛି ପୂରା ରାଜ୍ୟଗୋଷ୍ଠୀ…

ଅଟୋ ଡ୍ରାଇଭରଙ୍କ ଘରେ ଭୋଜନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦର ଏକ ଅଟୋ ରିକ୍ସା ଡ୍ରାଇଭର ଘରେ ସୋମବାର ରାତ୍ରୀ ଭୋଜନ କରିଥିଲେ। ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚିବା ପୂର୍ବରୁ କେଜ୍ରିୱାଲଙ୍କୁ ଗୁଜୁରାଟ ପୋଲିସ ସହ କଥାବାର୍ତ୍ତା ହେବାକୁ…