ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରିଲେ, ଜାଭେଲିନ୍ ଥ୍ରୋରେ ଭାରତର ପଦକ ଆଶା ମଉଳିଲା
ଚାମ୍ପିୟନ ଜାଭେଲିନ୍ ଆଥ୍ଲେଟ ନୀରଜ ଚୋପ୍ରା ଆଘାତଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରି ଯାଇଛନ୍ତି। ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନସିପ୍ର ଫାଇନାଲ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିକି ନାହିଁ, ସେ ନେଇ କଳ୍ପନାଜଳ୍ପନା ପୂର୍ବରୁ…