Browsing Tag

nuapada

ନୂଆପଡ଼ା ଅଲେଖ ମହିମା ମଠରେ ପାଳିତ ହୋଇଛି ନୂଆଖାଇ ପର୍ବ

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ । ଏହି ନୂଆଖାଇ ପର୍ବକୁ ପଶ୍ଚିମ ଓଡିଶାର ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ସାଧାରଣତଃ ପଶ୍ଚିମ ଓଡିଶାବାସୀ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରିଥାନ୍ତି। । ହେଲେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ନୂଆପଡା…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା : ନୂଆପଡ଼ାରେ ଭୁଶୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା (କେନ୍ୟୁଜ):  ଲଗାଣ ବର୍ଷାରେ ଧୋଇଗଲା ବ୍ରିଜ୍‌ । ଲଗାଣ ବର୍ଷାରେ ନୂଆପଡ଼ା ଜିଲ୍ଲା ସାରାବଙ୍ଗ ବ୍ରିଜ୍‌ ଭୁଶୁଡି ପଡିଛି । ଫଳରେ ନୂଆପଡ଼ା-ଅମାନାରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୀର୍ଘଦିନ ହେବ ଏହି ବ୍ରିଜ୍‌ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ଚଳିତ…

ଜୀବନର ମଝି ସମୟରେ ଦିବ୍ୟାଙ୍ଗ ସାଜି ବିଛଣାରେ ୩ବଢିଲା ଝିଅ, କଣ କରିବେ ବାପା ମାଆ ଚିନ୍ତାରେ

ପରିବାରରେ ଝିଅ ଥିଲେ ବାପା ମାଆଙ୍କର ପ୍ରଥମ ଚିନ୍ତା, ବଢିଲା ଝିଅ କେମିତି କୂଳରେ ଲାଗିବେ । ଆଉ ଶୀଘ୍ର ସେମାନେ ନିଜ ଘରକୁ ଯାଇ ସଂସାର ଗଢିବେ । ସେଥିପାଇଁତ ଲାଗିପଡନ୍ତି ଭଲ ବରପାତ୍ର ଖୋଜିବାରେ । ହେଲେ ଏଠି ବରପାତ୍ର କଣ ଖୋଜିବେ ତିନି ତିନିଟି ଝିଅଙ୍କୁ କେମିତି ରୋଗମୁକ୍ତ କରିବେ ଆଉ ଭଲ…

ମୋ ଛୁଆକୁ ମାରିଦେଲ କହି ରାସ୍ତାରେ ଡାକ୍ତରଙ୍କୁ ଆକ୍ରମଣ କଲା ଯୁବକ, ତୀବ୍ର ନିନ୍ଦା କଲେ କାର୍ଯ୍ଯରତ ଡାକ୍ତର

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲା ଖଡିଆଳ ଉପଖଣ୍ଡ ଡାକ୍ତରଖାନର ଇନଚାର୍ଜ ଡାକ୍ତର ଦୀନବନ୍ଧୁ ମହାନନ୍ଦଙ୍କୁ ଖଡିଆଳ ବ୍ଲକ ଛକ ନିକଟରେ ବିଚ ରାସ୍ତାରେ ଜଣେ ଯୁବକ ଗୋଡେଇ ଗୋଡେଇ ଚପଲରେ ମାଡମାରିବା ସହ ମରଣାନ୍ତକ ଆକ୍ରମଣ କରିଛି । ଏହି ଆକ୍ରମଣ   ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ…

ଖଡ଼ିଆଳରୁ ୫୭ଲକ୍ଷ ଟଙ୍କା ନେଇ ଡ୍ରାଇଭର ଫେରାର ଘଟଣା: ସିକ୍ୟୁରିଟି ଗାର୍ଡ ଓ CMS କଂପାନୀର ୨ କର୍ମଚାରୀ ଅଟକ

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ାରେ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି । ବଲାଙ୍ଗୀର ଜିଲ୍ଲା ଭରୁଆକାନୀ ଜଙ୍ଗଲ ନିକଟରୁ ସିଏମଏସ ଭ୍ୟାନ ଉଦ୍ଧାର କରିଛି ପୋଲିସ। ଏହି ମାମଲାରେ ଖଡିଆଳ ପୋଲିସ ଜଣେ ସିକ୍ୟୁରିଟି ଗାର୍ଡ ସମେତ ସିଏମଏସ କମ୍ପାନୀର ଦୁଇଜଣ…

ନୂଆପଡ଼ା: ବାଇକକୁ ଧକ୍କା ଦେଲା ଟ୍ରକ, ୪ ବାଇକ ଆରୋହୀ ମୃତ

ନୂଆପଡା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ନିକଟସ୍ଥ କ୍ରିଷ୍ଣା ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ। ୪ ବାଇକ ଆରୋହୀ ମୃତ ଓ ଜଣେ ଗୁରୁତର । ଗୋଟିଏ ବାଇକରେ ୫ ଜଣ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ଜଣ ମୃତ ଏବଂ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…

 ପୁଅକୁ ଟାଙ୍ଗିଆରେ ହାଣି ଜୀବନ ହାରିଲା ବାପା, ନିଶାସକ୍ତ ଅବସ୍ଥାରେ ହୋଇଥିଲା ଗଣ୍ଡଗୋଳ 

ନୂଆପଡ଼ା(କେନ୍ୟୁଜ୍): ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା…

ନୂଆପଡ଼ା ପାଟଧରା ସଂରକ୍ଷିତ ଜଙ୍ଗଲରେ ଅମିତାଭ ଠାକୁର ଓ ସିଆରପିଏଫ୍‌ ଏଡିଜିଙ୍କ ଅନୁଧ୍ୟାନ, ମାଓ ଦମନ ନେଇ ସ୍ୱତନ୍ତ୍ର…

ନୂଆପଡା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇସାଦାନୀ ପଞ୍ଚାୟତ ପାଟଧରା ସଂରକ୍ଷିତ ଜଙ୍ଗଲରେ ସରଜମିନ ଅନୁଧ୍ୟାନ । ଆଜି ଆଇଜି ଅପରେଶନ ଅମିତାଭ ଠାକୁର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍‌ ଏଡିଜି ନୀତିନ ଅଗ୍ରୱାଲ, ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ…

ନୂଆପଡ଼ା: ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍‌, ଆଜି ସ୍ଥିତି ସମୀକ୍ଷା କରିବେ ଆଇଜି ଅମିତାଭ…

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌ । ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ଆଇଜି ଅପରେସନ ଅମିତାଭ ଠାକୁର । CRPF ADG ଓ ଆଇଜି ନୂଆପଡ଼ା CRPF କ୍ୟାମ୍ପ ଯାଇ ସ୍ଥିତି ସମୀକ୍ଷା କରିବେ। DIG ରାଜେଶ ପଣ୍ଡିତଙ୍କ…

ଅସହ୍ୟ ତାତିରୁ ଆଶ୍ୱସ୍ତି, ନୂଆପଡ଼ାରେ କୁଆପଥର ମାଡ଼ରେ ବେହାଲ ଚାଷୀ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଛି। ଯାହା ଫଳରେ ପ୍ରଚଣ୍ଡ ତାତିରୁ ସିନାପାଲି ଅଞ୍ଚଳବାସୀ ସାମାନ୍ଯ ଆଶ୍ୱସ୍ତି ଲାଭ କରିଛନ୍ତି। ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ । ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର…

ଆଖିବୁଜା ଫାୟାରିଂରେ ବାପ-ପୁଅ ଗୁରୁତର, ଦୁର୍ବୃତ୍ତ ଫେରାର

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ନିକଟରେ ଗୁଳିକାଣ୍ଡ। ବାପ ଓ ପୁଅକୁ ଗୁଳିକରି ହତ୍ୟା ଉଦ୍ୟମ । ଗୁଳି କାଣ୍ଡରେ ସିନାପାଲିର ସରୋଜ ମେହେର ଓ ତାଙ୍କ ପୁଅ ନବରଞ୍ଜନ ମେହେର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇଜଣଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଚିକିତ୍ସା ପାଇଁ…

ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବ ପୋଲିସ

ନୂଆପଡା(କେନ୍ୟୁଜ୍):ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ। ଗିରଫ ଅଭିଯୁକ୍ତ ଖଡିଆଳ ଥାନା ଡୁଆଝର ଗାଁର । ଖଡିଆଳର ଜଣେ ସାମ୍ବାଦିକ ଏକ ହତ୍ୟା ଘଟଣାର ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବା ବେଳେ ଥାନା ବାହାରେ କିିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ…