Browsing Tag

petrol pump

ସବୁଠାରୁ ବଢ଼ିଆ ପେଟ୍ରୋଲ ପମ୍ପ ବିଜନେସ, ଜାଣନ୍ତୁ ଲାଇସେନ୍ସ ପାଇବାରେ କେତେ ଟଙ୍କା ହୁଏ ଖର୍ଚ୍ଚ ଏବଂ କେତେ ହୁଏ ରୋଜଗାର

ଭାରତରେ ପେଟ୍ରୋଲ-ଡିଜେଲର ଦାମ୍‌ ଏବେ ଆକାଶଛୁଆଁ। ବର୍ତ୍ତମାନ ଏହାର ଡିମାଣ୍ଡ କହିଲେ କାହିଁରେ କେତେ। ଏବେ ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲର ବିକ୍ରି ବହୁତ ଜୋରସୋରରେ ହେଉଛି। ଯଦି ଆପଣ କୌଣସି ନୂଆ ବିଜନେସରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ପେଟ୍ରୋଲ ପମ୍ପ୍‌ ଖୋଲି ବଢ଼ିଆ…

ଖାଲି କ୍ଷୀର ପ୍ୟାକେଟ ଏବଂ ପ୍ଲାଷ୍ଟିକ ବୋତଲ ଦେଲେ ପେଟ୍ରୋଲ ଓ ଡିଜେଲରେ ମିଳିବ ଡିସକାଉଣ୍ଟ, ଜାଣନ୍ତୁ କେଉଁଠି ମିଳୁଛି…

ଲୋକଙ୍କୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନତା କରିବା ପାଇଁ ରାଜସ୍ଥାନର ଏକ ପେଟ୍ରୋଲ ପମ୍ପ ମାଲିକ ଏକ ନିଆରା ଉପାୟ ଆପଣାଇଛନ୍ତି। ସାରା ଦେଶରେ ପେଟ୍ରୋଲ-ଡିଜେଲ ଦର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ ଏହି ପ୍ରୟାସ ସମସ୍ତଙ୍କୁ…

ତେଲ ଦର କମିବାରୁ ଗ୍ରାହକଙ୍କୁ ମିଠା ବାଣ୍ଟି ଖୁସି କରାଇଲେ ପେଟ୍ରୋଲ ପମ୍ପ ମାଲିକ

ଜଳେଶ୍ବର(କେନ୍ୟୁଜ୍):କମିଲା ତେଲ ଦର। ଖୁସିରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କୁ ମିଠା ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ବିନାୟକ କିଶାନ ସେବା କେନ୍ଦ୍ରରେ। ଗତକାଲି ମଧ୍ଯରାତ୍ରିରୁ…

ପେଟ୍ରୋଲ ଭରିବାକୁ ଗଲେ ଦେଖାଇବାକୁ ପଡ଼ିବ ଏହି ଡକ୍ୟୁମେଣ୍ଟ, ନଚେତ୍‌ ଭୋଗିବାକୁ ପଡ଼ିପାରେ ଜେଲ-ଜରିମାନା

ପେଟ୍ରୋଲ ଭରିବାକୁ ହେଲେ ଏବେ ଦେଖାଇବାକୁ ପଡ଼ିବ ଜରୁରୀ କାଗଜ ପତ୍ର। ଯଦି ଆପଣଙ୍କ ନିକଟରେ ଏହି ଡକ୍ୟୁମେଣ୍ଟ ନାହିଁ, ତେବେ ଆପଣ ଗାଡ଼ିରେ ତେଲ ଭରିପାରିବେ ନାହିଁ। ଏଥିସହ ଆପଣଙ୍କୁ ଜେଲ ଓ ଜରିମାନା ମଧ୍ୟ ହୋଇପାରେ। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ…

ପେଟ୍ରୋଲ ଟାଙ୍କିରେ ଫାଙ୍କା ଗୁଳି ଚଳାଇ ଲୁଟ୍, ୨ଲକ୍ଷ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ଯୁଜ୍): ଲୁଟ୍‌ ର  ଲାଇଭ୍ ଭିଡିଓ। ଆସିଲେ ଆଉ ବନ୍ଧୁକ ମୁନରେ ଲୁଟିନେଲେ। ଏଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରୀ ପେଟ୍ରୋଲ ଟାଙ୍କିରି। ଯେଉଁଠି ଫାଙ୍କା ଗୁଳି ଚଳାଇ ଲୁଟ୍‌ କରିଛନ୍ତି ଲୁଟେରା। ପାଖାପାଖି ୨ଲକ୍ଷ ୫୦ହଜାର ଲୁଟି ନେଲେ ୩ ଜଣ…

ମୟୁରଭଞ୍ଜ: ମହଙ୍ଗା ସମୟରେ ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି, ତାତିଲେ ଲୋକେ

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ରାସ୍ତା କଡରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ସାଥିରେ ବାହାରୁଛି ପାଣି। ଆଜି ଗ୍ରାହକଙ୍କୁ  ପେଟ୍ରୋଲ ଦେବା ସମୟ ରେ ପେଟ୍ରୋଲ ସହିତ ପାଣି ବାହାରୁ ଥିଲା । ଏହାକୁ ନେଇ    କିଛି ସମୟ…

ଅପମିଶ୍ରଣ ଅଭିଯୋଗ: ସିଲ୍ ହେଲା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ

ମାହାଙ୍ଗା: ପେଟ୍ରୋଲରେ କେମିକାଲ ମିଶାଇବା ଘଟଣାକୁ ନେଇ ସିଲ ହେଲା ଇଣ୍ଡିଆନ ଅଏଲର ତେଲ ଟାଙ୍କି। ମାହାଙ୍ଗା ଜଳେଶ୍ୱରପୁର ପଞ୍ଚାୟତ ଅଳୀଯୋଡ଼ା ଇଣ୍ଡିଆନ ଅଏଲ ତେଲ ଟାଙ୍କିରେ ଅପମିଶ୍ରିତ ପେଟ୍ରୋଲ ଘଟଣାକୁ ନେଇ ଟାଙ୍କିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କଲା IOCL। ଏଥିସହ ପେଟ୍ରୋଲ ସାମ୍ପୁଲକୁ…

ଯାଜପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ,୨ଜଣ କର୍ମଚାରୀ ଆହତ

ଯାଜପୁର(କେନ୍ୟୁଜ୍):  ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ। ଏଥିରେ ୨ଜଣ କର୍ମଚାରୀ ଆହତ । ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଏକ ପେଟ୍ରୋଲପମ୍ପର କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମାକରିବାକୁ କାରରେ ଯାଉଥିବା ବେଳେ ଛତିଆ ବିଟ ହାଉସର ଅନତି ଦୂରରେ ୩ ଜଣ…

ଫୁଲନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଥିବା ଅଳିଆ ଗଦାରେ ଲାଗିଲା ନିଆଁ, ଠିକ୍ ସମୟରେ ଆୟତ୍ତ କଲା ଅଗ୍ନିଶମ…

କଟକ: ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ । କଟକ ଫୁଲନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ନିଆଁ ଲାଗିଛି। ଏକ ଅଳିଆଗଦାରେ ନିଆଁ ଲାଗିଛି । ଫଳରେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଠିକ୍ ସମୟରେ ଆୟତ୍ତ…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମାଲିକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ରୁଜୁ ହେଲା ମାମଲା। କ୍ୟାପିଟାଲ ଥାନାରେ IPC ଧାରା 285, 286, 337 ଓ  338 ଅନୁଯାୟୀ  ମାଲିକଙ୍କ ବିରୋଧ କମିଶନରେଟ ପୋଲିସ ତରଫରୁ କେସ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କିଛି ଦିନ ହେବ ସେହି…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ବ୍ଲାଷ୍ଟରେ ଖଣ୍ଡ ଖଣ୍ଡ ହୋଇ ପଡିଥିବା ମାଂସ ପିଣ୍ଡୁଳା କାହାର?, ହେବ ଡିଏନଏ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳରେ ପଡିଥିବା ମାଂସଖଣ୍ଡର ଫରେନ୍‌ସିକ ଯାଞ୍ଚ ହେବ। ଆବଶ୍ୟକ ପଡିଲେ ହେବ DNA ଟେଷ୍ଟ । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ନେଇ…

ଆଜିର ବିସ୍ଫୋରଣ ପରେ ପେଟ୍ରୋଲ ଟାଙ୍କିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ,ଗାଡିରେ ତେଲ ପକାଇବା ବେଳେ ଏବେ ଭୟ କରୁଛନ୍ତି…

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ଟାଙ୍କି ମାଲିକଙ୍କ ବିରୋଧରେ ନିଜ ତରଫରୁ ଏକ ଅପରାଧିକ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ତେଲ ଟାଙ୍କିରୁ ସମ୍ପୂର୍ଣ୍ଣ ନ କାଢ଼ିବା ପର୍ଯ୍ୟନ୍ତ ବିପଦ ଟଳିନାହିଁ । ଟାଙ୍କିରେ ମଧ୍ୟ ସିଏନଜି ରହିଛି । ଏହାସହ ତେଲ ଟ୍ୟାଙ୍କରଙ୍କୁ କାଢ଼ିବା ଏବେ ବଡ଼ ଚାଲେଞ୍ଜ ।…