Browsing Tag

police

ହତ୍ୟା ମାମଲାରେ ଆସାମୀକୁ ଧରିବା ପାଇଁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଶେଷରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ : ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟପ୍ରଦେଶ ପୋଲିସ ବର୍ତ୍ତମାନ ବାବାଙ୍କ ଆଶ୍ରୟ ନେଇଛି। ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଆତ୍ମଘୋଷିତ ବାବାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ,…

ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

ବିହାରରେ ଟ୍ରେନ୍‌ ଭିତରେ ଟିଟିଇଙ୍କୁ ପୋଲିସର ବର୍ବରତା। ଟିକେଟ୍‌ ମାଗିବାରୁ ଟିଟିଇଙ୍କୁ ନିର୍ଦ୍ଧୁମ୍‌ ପିଟିଲେ ପୋଲିସ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଥିବା ଟିଟିଇଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସ କର୍ମୀଙ୍କ ଉପରେ ବିରକ୍ତି…

ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ: ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି। ବିରୋଧ କରୁଥିବା ଛାତ୍ରମାନେ ଟ୍ରେନ୍ ଏବଂ ବସ୍ ଜାଳିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି। ରରାଜନୈତିକ ଦଳ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏପରି ଏକ ପ୍ରତିବାଦ ବେଳେ ମହିଳା କଂଗ୍ରେସ…

କଟକରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌

କଟକ: କୃଷକ ବଜାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ କରିବାରେ ଲାଗିପଡ଼ିଛି ପୋଲିସ। ମହିଳାଙ୍କୁ ଚିହ୍ନଟ କରିବାକୁ ଫଟୋ ନେଇ ପାଖାପାଖି ଅଞ୍ଚଳକୁ ଯିବ ସ୍ୱତନ୍ତ୍ର ଟିମ୍‌। ଇତି ମଧ୍ୟରେ ମହିଳାଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ କୃଷକ ବଜାର…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ କେନ୍ଦ୍ରାପଡ଼ା ଏଏସ୍‌ଆଇ

କେନ୍ଦ୍ରାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସଦର ଥାନା ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ର । ଏକ କେଶ ର ଚାର୍ଜସିଟ ଦେବା ପାଇଁ ୭ ହଜାର ଦାବି କରିଥିଲେ। ଏହି ଅର୍ଥ ନେବା ବେଳେ ପୃଥ୍‌ୱୀରାଜକୁ କାବୁ କରି କରିଥିଲେ ଭିଜିଲାନ୍ସ ଟିମ। କଟକରୁ ୯ ଜଣିଆ ଭିଜିଲାନ୍ସ…

ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: L&T କମ୍ପାନୀର ପାଇପ ଚୋରି କରୁଥିବା ଅଭିଯୋଗରେ ୮ ଜଣ ଡ଼କାୟତଙ୍କୁ କଲା ଗିରଫ

ଟାଙ୍ଗୀ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଟାଙ୍ଗୀ କଲେଜ୍ ପଡିଆରେ ଚଢାଉ କରି ଗୋଟିଏ ହାଇଡ୍ରା ସହ ୩ ଆଇଚର ଟ୍ରକ୍ , ଗୋଟିଏ ଭୁଜାଲି ୩ଟି ଲୁହା ରଡ୍ ସହ ୯ ଟି ଦାମୀ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ୍ । ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ…

ନିଶାରେ ଚୁର ହୋଇ ମାତିଲା ଯୁବକ, ବିଡିଓ ଓ ପୋଲିସକୁ କଲା ନାକେଦମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ବଜାର ଉପରେ ପୋଲିସକୁ ନିଶାଶକ୍ତ ଅବସ୍ଥାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଗ୍ରସ୍ତ ଯୁବକ । ପୋଲିସକୁ ପିଟିବା ପରେ ବିଡ଼ିଓ ଙ୍କ ଗାଡି ଓ ପୋଲିସ ଗାଡିକୁ ବି ଭଙ୍ଗାରୁଜା କରିଛି ଜଣେ ମଦ୍ୟପ ଯୁବକ । ଆଜି ଅପରାହ୍ନରେ କାହାଳିଆ ଅଞ୍ଚଳର ବିରା…

ପୋଲିସଙ୍କ ବର୍ଦ୍ଦି କେଉଁଠି ଖାକି ତ ଆଉ କେଉଁଠି ଧଳା, ଜାଣନ୍ତୁ ଭାରତରେ କେଉଁ ରାଜ୍ୟର ୟୁନିଫର୍ମ କେମିତି?

ଖାକି। ଏହି ରଙ୍ଗ କଥା ଆସିଲେ ଆଖି ସାମ୍ନାକୁ ଚାଲି ଆସେ ପୋଲିସ କର୍ମୀଙ୍କ ଚେହେରା। ପୋଲିସଙ୍କୁ ଚିହ୍ନିବା ପାଇଁ ଏହି ଖାକି ବର୍ଦ୍ଦି ହିଁ ଯଥେଷ୍ଟ। ମାଟିଆ ରଙ୍ଗର ପୋଷାକ, କାନ୍ଧରେ ଷ୍ଟାର ଆଉ ଅଣ୍ଟାରେ ବନ୍ଧୁକ ଖୋସା ହୋଇଥିଲେ, ଆମେ ପୋଲିସ ବୋଲି ଚିହ୍ନିଥାଉ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା…

ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା: କହିଲା ‘ହଠାତ୍‌…

ମାହାଙ୍ଗା (କେନ୍ୟୁଜ): କଟକ ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତର ଡାକ୍ତରୀ ମାଇନା । ପାରିବାରିକ କଳହକୁ ନେଇ ହତ୍ୟା କରିଛି। ହତ୍ୟା କରିବାକୁ ହଠାତ୍‌ ନିଷ୍ପତ୍ତି ନେଇଥିଲି ବୋଲି ଗଣମାଧ୍ୟମ ଆଗରେ ଅଭିଯୁକ୍ତ ଶିବ ସାହୁ…

ଭଞ୍ଜନଗର : ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଭଞ୍ଜନଗର (କେନ୍ୟୁଜ): ଯୁବକକୁ ନୃସଂସ ହତ୍ୟା । ଗାଁ ପାଖ ଏକ ଜମିରୁ ଠାବ ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଶାସନ ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଅମିତ୍ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି ।…

ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ, ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ଯୁବତୀ

ଭୁବନେଶ୍ବର(କେନ୍ୟୁଜ୍): ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍‌ କରିଦେବାକୁ ଯୁବକଙ୍କୁ କହିଥିଲେ ।…

‘ମେ ଫସୁଙ୍ଗା ନେହିଁ’: ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବାକୁ ଭଦୋଦରା ପୋଲିସର ନିଆରା ପ୍ରୟାସ

ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୁଜରାଟ ଭଦେଦରା ପୋଲିସ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାଏ। ନୂଆ ନୂଆ କ୍ରିଏଟିଭ ଆଇଡିଆ ସହ ଭଦୋଦରା ପୋଲିସ ଲୋକଙ୍କ ପାଖରେ ନିଜ କଥା ପହଞ୍ଚାଇଥାଏ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନୂଆ ନୂଆ ପ୍ରୟାସ କରିଥାଏ। ଖାସ୍‌ କରି ଯୁବପିଢ଼ିଙ୍କୁ…