Browsing Tag

punjab

ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟ MMS ମାମଲାରେ ୩ ଗିରଫ, ଛାତ୍ରୀଙ୍କୁ ଆସୁଛି ବିଦେଶରୁ ଧମକପୂର୍ଣ୍ଣ କଲ୍‌

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଭାଇରଲ ଭିଡିଓ ସ୍କାଣ୍ଡାଲ ମାମଲାରେ ୨ଜଣଙ୍କୁ ଗିରଫ ଏବଂ ଜଣକୁ ଅଟକ ରଖିଛି ପୋଲିସ । ଏସବୁ ସତ୍ତ୍ୱେ ମଧ୍ୟ ଛାତ୍ରୀମାନଙ୍କୁ ବିଦେଶୀ ନମ୍ବରରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଛି। ୟୁନିଭର୍ସିଟିର କିଛି ଛାତ୍ରୀଙ୍କୁ କାନାଡାରୁ କଲ୍‌ ଆସୁଛି। ଏହାକୁ ନେଇ ଛାତ୍ରୀମାନେ…

ପାଠ ପଢ଼ାଇବା ବ୍ୟତୀତ ଅନ୍ୟ କୌଣସି କାମ କରିବେ ନାହିଁ ଶିକ୍ଷକ; ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଠ ପଢ଼ାଇବା ବ୍ୟତୀତ ଅନ୍ୟ କୌଣସି କାମ କରିବେ ନାହିଁ ଶିକ୍ଷକ, ଶିକ୍ଷୟିତ୍ରୀ। କେବଳ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ହିଁ ସେମାନଙ୍କ ପ୍ରାଥମିକତା ରହିବ। ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏପରି ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ସମ୍ବନ୍ଧରେ ଅନେକ ଘୋଷଣା କରି…

ପଞ୍ଜାବରେ ବଡ଼ ଧରଣର ଦୁର୍ଘଟଣା: ୫୦ ଫୁଟ ଉଚ୍ଚରୁ ଖସିଲା ଦୋଳି, ମହିଳା ଏବଂ ଶିଶୁ ସମେତ ୧୦ ଆହତ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ମୋହାଲି ମେଳାରେ ହଠାତ୍ ଏକ ଦୋଳି ଭାଙ୍ଗି ୫୦ ଫୁଟ ଉପରୁ ଖସି ପଡିଛି। ଦୋଳି ଝୁଲୁଥିବା ସମୟରେ ଦୋଳି ଖସି ପଡିବାରୁ ଏଥିରେ ବସିଥିବା…

ଲମ୍ପି ଭାଇରସରେ ଚାଲିଗଲା ୪୦ ଲକ୍ଷ ଦାମ୍‌ ବଳଦର ଜୀବନ: ମାଲିକ ଗୁରୁଦ୍ୱାର କଲେ ଅନ୍ତିମ ସଂସ୍କାର, ଛପାଇଲେ କାର୍ଡ

ଲୁଧିଆନାର ସମରାଲ ଅଞ୍ଚଳରେ ୪୦ ଲକ୍ଷ ମୂଲ୍ୟର ୪ଟି ବଦଳଙ୍କର ମୃତ୍ୟୁ ହୋଇଛି। ଭାଇରସ ଲମ୍ପିଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ବଳଦକୁ ମାଲିକ ବଳଦ ଦୌଡ ପ୍ରତିଯୋଗିତା ପାଇଁ କିଣିଥିଲେ। ତେବେ ବଳଦଙ୍କ ମୃତ୍ୟୁ ପରେ ରବିନ୍ଦର ସିଂ ସେମାନଙ୍କର ଅନ୍ତିମ ସଂସ୍କାର ଗୁରୁଦ୍ୱାରରେ…

ପଞ୍ଜାବରେ ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ପିଲା ମୃତ, ୧୧ ଆହତ

ପଞ୍ଜାବର ହୋଶିୟାରପୁରରେ ବଡ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍‌ ଦୁର୍ଘଟଣା ହେବା ଯୋଗୁଁ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ପିଲା ଆହତ ହୋଇଛନ୍ତି। ବସ୍‌ରେ ୪୦ ଜଣ ପିଲା ରହିଥିଲେ। ସୂଚନା ମୁତାବକ, ସ୍କୁଲ ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ତେଣୁ ଏଭଳି ଦୁର୍ଘଟଣା…

ଏଣିକି ପ୍ରତି ମାସରେ ମାଗଣାରେ ମିଳିବ ୩୦୦ ୟୁନିଟ୍‌ ବିଜୁଳି, ସର୍କୁଲାର ଜାରି କଲେ ସରକାର

ଦିଲ୍ଲୀ ଭଳି ପଞ୍ଜାବ ସରକାର ମଧ୍ୟ ନିଜ ରାଜ୍ୟରେ ଲୋକଙ୍କୁ ମାଗଣାରେ ବିଜୁଳି ଦେବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ପଞ୍ଜାବର ଆପ୍‌ ସରକାର ଏଠାକାର ଲୋକଙ୍କୁ ମାଗଣାରେ ବିଜୁଳି ଦେବାକୁ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅନୁସାରେ, ପ୍ରତି ମାସରେ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ…

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଟ୍ରାଫିକ ନିୟମ ସମ୍ପର୍କରେ ପଞ୍ଜାବ ସରକାର ଏକ ନୂଆ ଯୋଜନା ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ ହୁଏ ତେବେ କେବଳ ଜରିମାନା ପ୍ରଦାନ କରାଯିବ ନାହିଁ, ଭୁଲ୍ ପୁନରାବୃତ୍ତି ପାଇଁ ଜରିମାନା ମଧ୍ୟ ଦ୍ୱିଗୁଣିତ ହେବ…

ପଞ୍ଜାବ ପୋଲିସର ଏନ୍‌କାଉଣ୍ଟର: ମୁସେଓ୍ଵାଲାଙ୍କୁ ହତ୍ୟା କରିଥିବା ୪ ସାର୍ପ ସୁଟର ନିପାତ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାକାରୀଙ୍କୁ ନିପାତ କଲା ପଞ୍ଜାବ ପୋଲିସ। ଡିଜିପିଙ୍କ ମୁତାବକ, ଅଟାରୀ ବର୍ଡର ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଚାରି ସୁଟର ନିହତ ହୋଇଛନ୍ତି। ଏହି ଆକ୍ରମଣ ପ୍ରତିଆକ୍ରମଣ ଦୀର୍ଘ ସମୟ ଧରି ଚାଲିଥିଲା। ସନ୍ଧ୍ୟା ଭିତରେ ପୋଲିସକୁ ଏହି ବଡ଼ ସଫଳତା…

ଆସନ୍ତାକାଲି ଦ୍ୱିତୀୟ ଥର ବିବାହ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, ଡ.ଗୁରୁପ୍ରୀତ୍‌ଙ୍କର ଧରିବେ ହାତ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌। ଗୁରୁବାର ଦିନ ଚଣ୍ଡୀଗଡ଼ରେ ସେ ହାତକୁ ଦି’ହାତ ହେଉଛନ୍ତି। ଡା.ଗୁରୁପ୍ରୀତ କୌରଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ୍‌। ଭଗବନ୍ତ ମାନଙ୍କ ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଛି ଏତେ ନୃଶଂସ! ପିଲାକୁ ଜନ୍ମ ଦେଇ ହସ୍ପିଟାଲରେ ଶୋଇଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, ସାମ୍ନାକୁ…

ପଞ୍ଜାବ: ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି। ଏବେ ଲୋକମାନେ ନିଜ ପରିବାର ପ୍ରତି ବି ମୋହ ମାୟା ଦେଖାଉନଥିବା ଦେଖାଯାଇଛି। ପଞ୍ଜାବର କପୁରଥାଲାରୁ ସାମ୍ନାକୁ ଆସିଛି ଏଭଳି ଖବର। ଏଠାକାର ସିଭିଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜଣେ ଚିକିତ୍ସାଧୀନ…

ନିଜ ମୃତ୍ୟୁ କଥା ଜାଣିପାରିଥିଲେ କି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲା ! ୨୯୫ ଗୀତରେ ଯାହା ଲେଖିଥିଲେ ଠିକ୍ ସେମିତି…

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ଘଟଣା ପୂରା ସିନେ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛି। ସିଦ୍ଧୁଙ୍କୁ ମେ’ ୨୯ ରେ କଳା ରଙ୍ଗର ଗାଡ଼ିରେ ଆସି ୨ ଜଣ ଦୁର୍ବୃତ୍ତ ଅନ୍ଧାଧୂନ ଫାୟାରିଂ କରିଥିଲେ। ଫଳରେ ଅବେଳରେ ଚାଲିଯାଇଥିଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ। ତେବେ ଏବେ ତାଙ୍କ ମୃତ୍ୟୁ…

୩୦୦ ଫୁଟ୍‌ ଗଭୀର ବୋରୱେଲରେ ଗଳି ପଡ଼ିଥିବା ଶିଶୁର ମୃତ୍ୟୁ, ୮ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍‌ ପରେ ବି ବଞ୍ଚାଇହେଲାନି…

ପଞ୍ଜାବ: ପଞ୍ଜାବର ହୁସିଆରପୁରର ଗଦରୀବାଲା ଗାଁରେ ବୋରୱେଲରେ ଗଳି ପଡ଼ିଥିବା ୬ ବର୍ଷର ରିତିକ୍‌ ଆଉ ନାହିଁ। ବୋରୱେଲରେ ଖସି ପଡ଼ି ତାର ମୃତ୍ୟୁ ଘଟିଛି। ସବୁ ପ୍ରକାର ଚେଷ୍ଟା ପରେ ବି ବଞ୍ଚିପାରିନି ରିତିକର ଜୀବନ। ପାଖାପାଖି ୮ ଘଣ୍ଟା ଯାଏଁ ଏନ୍‌ଡିଆରଏଫ୍‌, ଆର୍ମି ଓ ପୋଲିସର ରେସ୍‌କ୍ୟୁ…