Browsing Tag

rain in bhubaneswar

ତାତିରୁ ମିଳିଲା ତ୍ରାହି, ଭୁବନେଶ୍ବରରେ କାଚିଲା ବର୍ଷା

ଭୁବନେଶ୍ବର (କେନ୍ୟୁଜ୍):  ତାତିର ମିଳିଲା  ତ୍ରାହି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖ ପାଖ ଅଞ୍ଚଳରେ ନିର୍ଧୁମ ଛେଚିଛି ବର୍ଷା । ବିଗତ ୪ ଦିନ ହେବ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଥିଲେ ରାଜଧାନୀବାସୀ । ଖରାଦିନ ଭଳି ଗରମ ଅନୁଭୂତ ହେଉଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୪…

ଉବୁଟୁବୁ ରାଜଧାନୀ, ବୁଡି ରହିଛି ତଳି ଅଞ୍ଚଳ

ଭୁବନେଶ୍ବର(କେନ୍ଯୁଜ୍) : ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ। ବିଭିନ୍ନ ଅଞ୍ଚଳରେ ପାଣି ପଶି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତା ଘାଟ ସହ ତଳି ଅଞ୍ଚଳ ସବୁ ବୁଡି ରହିଛି। ଫାୟାର ଷେସନ ଛକ ଓ ଖଣ୍ଡଗିରି ଆଦି ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ନୟାପଲ୍ଲୀ ବେହେରା…