Browsing Tag

Rajasthan

କୁକୁର ବେକରେ ରଶି ବାନ୍ଧି କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଲେ ଡାକ୍ତର! ଦେଖନ୍ତୁ କେତେ ହୃଦୟବିଦାରକ ଦୃଶ୍ୟ…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ମଣିଷ ମାନବତାର ସବୁ ସୀମା ପାର୍‌ କରି ଦେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଜଣେ କାର୍‌ ଚାଳକ ଏକ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖାଯାଉଛି। ଭିଡିଓଟି…

ରାଜସ୍ଥାନର ବିକାନେରରୁ ଆସିଲା ଆଶ୍ଚର୍ଯ୍ୟଜନକ ଚିତ୍ର; ଖୋଲାମେଲାରେ ପଡ଼ିଛି ଲମ୍ପି ଭାଇରସ୍‌ରେ ଆକ୍ରାନ୍ତ ହଜାର ହଜାର…

ଦେଶର ଅନେକ ରାଜ୍ୟରେ ଲମ୍ପି ଭାଇରାସ୍‌ର ଆତଙ୍କ ଦେଖିବାକୁ ମିଳିଛି। ଏହି ସ୍କିନ୍‌ ଭାଇରସ୍‌ କବଳରେ ଆସି ଶହ ଶହ ଗୋରୁ ମୃତ୍ୟୁମୁଖରେ ପଡ଼ିିଲେଣି, ଯାହାଫଳରେ ଏହାର ଗୁରୁତର ପ୍ରଭାବ ଦୁଗ୍ଧ ବ୍ୟବସାୟ ଉପରେ ପଡ଼ିଛି। ଏଥିଯୋଗୁ ବ୍ୟବସାୟୀଙ୍କୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ୁଛି। କେବଳ ରାଜସ୍ଥାନର…

ବନ୍ୟା ପ୍ରଭାବିତ ଅଞ୍ଚଳ ଛାତରେ ଫସିଥିଲେ ୧୩ଜଣ ଲୋକ, ଦେବଦୂତ ହୋଇ ଆସିଲା ବାୟୁସେନାର ହେଲିକପ୍ଟର

ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜସ୍ଥାନର ୩ ଜିଲ୍ଲା ଝାଲାଓ୍ଵର, ଧୋଲପୁର, ବାରାନରେ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ମୂଷଳଧାରାରେ ବର୍ଷା ଯୋଗୁଁ ହଠାତ୍‌ ବନ୍ୟା ଆସିଥିଲା। ତଳିଆ ଅଞ୍ଚଳରେ ଅନେକ ଲୋକ ଫସିଥିଲେ।…

ରାଜସ୍ଥାନ: ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ, ୨୫ ଆହତ

ନୂଆଦିଲ୍ଲୀ : ରାଜସ୍ଥାନର ପାଲୀ ଜିଲ୍ଲାରେ ଶୁକ୍ରବାର ଏକ ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାଜସ୍ଥାନର ଏକ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଗୁଜରାଟର ଶ୍ରଦ୍ଧାଳୁମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା…

ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ, ୪ ଗୁରୁତର

ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ । ଏହାସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ଯୋଧପୁରର ପାଲି ଜିଲ୍ଲାର ରୋହଟ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍…

ଛିଃ ଏତେ ନୃଶଂସ ସାର୍! ପିଇବା ପାଣି ପାତ୍ର ଛୁଇଁବାରୁ ଦଳିତ ଛାତ୍ରକୁ ପିଟି ପିଟି ମାରି ଦେଲେ ଶିକ୍ଷକ

ରାଜସ୍ଥାନ: ପିଇବା ପାଣିରେ ହାତ ମାରି ଦେବାରୁ ଛାତ୍ରକୁ ପିଟି ପିଟି ଜୀବନ ନେଇଗଲେ ଶିକ୍ଷକ। ରାଜସ୍ଥାନର ଜାଲୋର ଜିଲ୍ଲାର ଏକ ପ୍ରାଇଭେର୍ଟ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଣି ମାଠିଆ ଛୁଇଁବାରୁ ଶିକ୍ଷକ ଜଣେ ୯ ବର୍ଷର ଦଳିତ ଶିଶୁକୁ ପ୍ରବଳ ପିଟିଥିଲେ। ଫଳରେ ତା’ ମୃତ୍ୟୁ…

ସ୍ବାଧୀନତା ଦିବସ ଅବସରରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ମାଗଣାରେ ବୁଲିପାରିବେ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନ,…

ନୂଆଦିଲ୍ଲୀ : ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନର ଗହଲୋତ ସରକାର ରାଜ୍ୟବାସୀ ତଥା ଏଠାକୁ ଆସୁଥିବା…

ମା’-ବାପା ହେବାର ନାହିଁ କୌଣସି ବୟସ! ୭୫ ବର୍ଷର ସ୍ୱାମୀ ଓ ୭୦ ବର୍ଷର ସ୍ତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ

ରାଜସ୍ଥାନ: ବିବାହର ୫୬ ବର୍ଷ ପରେ ବାପା-ମା’ ହେବାର ସୁଖ ପାଇଲେ ଦମ୍ପତି। ରାଜସ୍ଥାନର ଅଲବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ମାମଲା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦମ୍ପତିଙ୍କ ଘରେ ପିଲା ଜନ୍ମ ନେଇଛି ତାଙ୍କ ବାପାଙ୍କ ବୟସ ୭୫ ବର୍ଷ…

ଅଚଳେଶ୍ୱର ମହାଦେବ ମନ୍ଦିରରେ ପ୍ରଭୁଙ୍କର ପାଦ ଆଙ୍ଗୁଠିକୁ ପୂଜା କରାଯାଏ, ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ

ଆମେ ମନ୍ଦିର ଗଲେ ସାଧାରଣ ଭାବେ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରିଥାଉ। ଏମିତିରେ ଶିବ ମନ୍ଦିରରେ ଭଗବାନ ଲିଙ୍ଗ ଆକାରରେ ପୂଜା ପାଆନ୍ତି। ତେବେ ଦେଶରେ ଏମିତି ଏକ ମନ୍ଦିର ମଧ୍ୟ ରହିଛି ଯେଉଁଠି ଆପଣ ମହାଦେବଙ୍କ କୌଣସି ମୂର୍ତ୍ତି କିମ୍ବା ଲିଙ୍ଗ ଦେଖିବାକୁ ପାଇବେ ନାହିଁ। ଆଜ୍ଞା ହଁ , ଆମ…

ଅଭାବନୀୟ ଘଟଣା: ସିକର ଖାଟୁଶ୍ୟାମ ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା: ୩ ମହିଳା ଭକ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ହେବା ଫଳରେ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ସିକର ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଖାଟୁଶ୍ୟାମଜୀ ମନ୍ଦିରରେ ସକାଳେ କବାଟ ଖୋଲିବା ପୂର୍ବରୁ ଏକ ଷ୍ଟାମ୍ପଡ ଭାଙ୍ଗି ଯାଇଥିଲା। ଏହି ଷ୍ଟାମ୍ପଡେରେ ୩ ଜଣ ମହିଳା ଭକ୍ତ ପ୍ରାଣ…

‘ଦୁଷ୍କର୍ମକାରୀଙ୍କୁ ଲାଗେ ଝିଅଟି ସାକ୍ଷୀ ବନିଯିବ, ତେଣୁ ଜୀବନରୁ ମାରି ଦିଅନ୍ତି’…ରାଜସ୍ଥାନ ସିଏମ୍‌ ଅଶୋକ…

ରାଜସ୍ଥାନ ସିଏମ୍‌ ଅଶୋକ ଗେହଲଟ୍‌ଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦେଶରେ ଘଟୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଗେହଲଟ୍‌ ଯେଉଁ କଥା କହିଛନ୍ତି, ତାହା ଉପରେ ବୟାନବାଜି ଆରମ୍ଭ ହୋଇଯାଇଛି। ଅଶୋକ ଗେହଲଟ୍‌ କହିଛନ୍ତି କି, ନିର୍ଭୟା କାଣ୍ଡ ପରେ ଏକ ପ୍ରକାର ସ୍ଥିର ହୋଇଯାଇଛି ଯେ…

୫ଟି ରାଜ୍ୟରେ ଗୋରୁଙ୍କୁ ବ୍ୟାପିଲାଣି ଭୟଙ୍କର ଲମ୍ପି ଭାଇରସ୍‌, ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ କେନ୍ଦ୍ର…

ଏବେ ଲମ୍ପି ରୋଗରେ ପୀଡ଼ିତ ହୋଇଛନ୍ତି ଦେଶର ହଜାର ହଜାର ଗାଈ। ଇତି ମଧ୍ୟରେ ୫ଟି ରାଜ୍ୟରେ ଏହି ମାରାତ୍ମକ ରୋଗ ବ୍ୟାପିଛି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ। ରାଜ୍ୟର ୧୧ ଜିଲ୍ଲା ଗମ୍ଭୀର ରୂପରେ ପ୍ରଭାବିତ ହୋଇଛି। ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…